ନାବାଳିକାକୁ ବାରମ୍ବାର ଦୁଷ୍କର୍ମ ପରେ ଗର୍ଭବତୀ କରିବା ମାମଲା:  ଅଭିଯୁକ୍ତକୁ ୧୦ ବର୍ଷ କାରାଦଣ୍ଡାଦେଶ

ନାବାଳିକାକୁ ଭୁଲାଇ ବାରମ୍ବାର ଦୁଷ୍କର୍ମ କରି ଗର୍ଭବତୀ କରିବା ମାମଲାରେ ସୁନ୍ଦରଗଡ଼ ପକ୍ସୋ କୋର୍ଟ ଅଭିଯୁକ୍ତ ଯୁବକକୁ ୧୦ ବର୍ଷ କାରାଦଣ୍ଡା ଓ ୨୦ ହଜାର ଟଙ୍କା ଜରିମାନା ଆଦେଶ କରିଛନ୍ତି।

ମହଙ୍ଗା ପଡ଼ିଲା ମିଛ କହି ଦ୍ବିତୀୟ ବିବାହ, ଅଭିଯୁକ୍ତକୁ ୫ ବର୍ଷ ଜେଲ୍‌

ସୁନ୍ଦରଗଡ଼: ନାବାଳିକାକୁ ଭୁଲାଇ ବାରମ୍ବାର ଦୁଷ୍କର୍ମ କରି ଗର୍ଭବତୀ କରିବା ମାମଲାରେ ସୁନ୍ଦରଗଡ଼ ପକ୍ସୋ କୋର୍ଟ ଅଭିଯୁକ୍ତ ଯୁବକକୁ ୧୦ ବର୍ଷ କାରାଦଣ୍ଡା ଓ ୨୦ ହଜାର ଟଙ୍କା ଜରିମାନା ଆଦେଶ କରିଛନ୍ତି। ଅଭିଯୁକ୍ତ ହେଲେ ସୁନ୍ଦରଗଡ଼ ସଦର ଥାନା ଅନ୍ତର୍ଗତ ଚକ୍ରାମାଲ ଗ୍ରାମର ମାହାତ ମୁଣ୍ଡା।

ନାବାଳିକାକୁ ଭୁଲାଇ ବାରମ୍ବାର ଦୁଷ୍କର୍ମ କରି ଗର୍ଭବତୀ କରିବା ମାମଲାରେ ସୁନ୍ଦରଗଡ଼ ପକ୍ସୋ କୋର୍ଟ ଅଭିଯୁକ୍ତ ଯୁବକକୁ ୧୦ ବର୍ଷ କାରାଦଣ୍ଡା ଓ ୨୦ ହଜାର ଟଙ୍କା ଜରିମାନା ଆଦେଶ କରିଛନ୍ତି। ଅଭିଯୁକ୍ତ ହେଲେ ସୁନ୍ଦରଗଡ଼ ସଦର ଥାନା ଅନ୍ତର୍ଗତ ଚକ୍ରାମାଲ ଗ୍ରାମର ମାହାତ ମୁଣ୍ଡା। ସୂଚନାଯୋଗ୍ୟ, ମାହାତ ପୀଡ଼ିତାଙ୍କୁ ଗର୍ଭବତୀ କରିବା ପରେ ଆଉ ବାହା ହେବାକୁ ରାଜି ନ ହେବାରୁ ପୀଡ଼ିତା ଥାନାରେ ଅଭିଯୋଗ କରିଥିଲେ। ଏହାପରେ ପୁଲିସ ଅଭିଯୁକ୍ତ ମାହାତ ମୁଣ୍ଡାକୁ ଗିରଫ କରି କୋର୍ଟଚାଲାଣ କରିଥିଲା।

ସୂଚନାଯୋଗ୍ୟ, ମାହାତ ପୀଡ଼ିତାଙ୍କୁ ଗର୍ଭବତୀ କରିବା ପରେ ଆଉ ବାହା ହେବାକୁ ରାଜି ନ ହେବାରୁ ପୀଡ଼ିତା ଥାନାରେ ଅଭିଯୋଗ କରିଥିଲେ। ଏହାପରେ ପୁଲିସ ଅଭିଯୁକ୍ତ ମାହାତ ମୁଣ୍ଡାକୁ ଗିରଫ କରି କୋର୍ଟଚାଲାଣ କରିଥିଲା।

crime

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe