ନାବାଳିକାଙ୍କୁ ଦୁଷ୍କର୍ମ, ଟ୍ରକ୍ ଚାଳକ ଅଟକ

Advertisment

ମାଲକାନଗିରି ଥାନା ଅନ୍ତର୍ଗତ ବିଜାଘାଟି ଠାରେ ଜଣେ ନାବଳିକାକୁ ଜଣେ ଡ୍ରାଇଭର ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ପରେ ପୁଲିସ ଡ୍ରାଇଭରକୁ ଅଟକ ରଖି ତଦନ୍ତ କରୁଛି। ଝିଅକୁ ସଖୀ ଗୃହରେ ରଖାଯାଇଥିବା ବେଳେ ଆଜି ତଦନ୍ତ ପରେ ସୁଧାର ଗୃହରେ ଛଡ଼ାଯିବ।

ମାଲକାନଗିରି ଥାନା ଅନ୍ତର୍ଗତ ବିଜାଘାଟି ଠାରେ ଜଣେ ନାବଳିକାକୁ ଜଣେ ଡ୍ରାଇଭର ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ପରେ ପୁଲିସ ଡ୍ରାଇଭରକୁ ଅଟକ ରଖି ତଦନ୍ତ କରୁଛି। ଝିଅକୁ ସଖୀ ଗୃହରେ ରଖାଯାଇଥିବା ବେଳେ ଆଜି ତଦନ୍ତ ପରେ ସୁଧାର ଗୃହରେ ଛଡ଼ାଯିବ।

5c064412-a288-4a03-8123-bd88fc30e216

ମାଲକାନଗିରି: ମାଲକାନଗିରି ଥାନା ଅନ୍ତର୍ଗତ ବିଜାଘାଟି ଠାରେ ଜଣେ ନାବଳିକାକୁ ଜଣେ ଡ୍ରାଇଭର ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ପରେ ପୁଲିସ ଡ୍ରାଇଭରକୁ ଅଟକ ରଖି ତଦନ୍ତ କରୁଛି।

ମଧ୍ୟପ୍ରଦେଶର ଜଣେ ଟ୍ରକ ଡ୍ରାଇଭର ମାଲକାନଗିରିର ଜଣେ ନାବାଳିକା ଝିଅକୁ ବିଜାଘାଟି ନିକଟରେ ଦୁଷ୍କର୍ମ କରୁଥିବା ବେଳେ ସେହି ରାସ୍ତା ଦେଇ ଯାଉଥିବା କିଛି ଲୋକ ଝିଅକୁ ଉଦ୍ଧାର କରିବା ସହ ଡ୍ରାଇଭରକୁ କାବୁ କରିଥିଲେ। ପରେ ମାଲକାନଗିରି ଥାନାକୁ ଜଣାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ନାବାଳିକା ଝିଅକୁ ଉଦ୍ଧାର କରିବା ସହ ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଛି। ଝିଅକୁ ସଖୀ ଗୃହରେ ରଖାଯାଇଥିବା ବେଳେ ଆଜି ତଦନ୍ତ ପରେ ସୁଧାର ଗୃହରେ ଛଡ଼ାଯିବ ବୋଲି ଆଇଆଇସି ରିଗାନ କିଣ୍ଡୋ ପ୍ରକାଶ କରିଛନ୍ତି। ତଦନ୍ତ ପରେ ଡ୍ରାଇଭରକୁ କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡ଼ିଛି।

ଘଟଣା ଅନୁଯାୟୀ, ମଧ୍ୟପ୍ରଦେଶର ଜଣେ ଟ୍ରକ ଡ୍ରାଇଭର ମାଲକାନଗିରିର ଜଣେ ନାବାଳିକା ଝିଅକୁ ବିଜାଘାଟି ନିକଟରେ ଦୁଷ୍କର୍ମ କରୁଥିବା ବେଳେ ସେହି ରାସ୍ତା ଦେଇ ଯାଉଥିବା କିଛି ଲୋକ ଝିଅକୁ ଉଦ୍ଧାର କରିବା ସହ ଡ୍ରାଇଭରକୁ କାବୁ କରିଥିଲେ। ପରେ ମାଲକାନଗିରି ଥାନାକୁ ଜଣାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ନାବାଳିକା ଝିଅକୁ ଉଦ୍ଧାର କରିବା ସହ ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଛି। ଝିଅକୁ ସଖୀ ଗୃହରେ ରଖାଯାଇଥିବା ବେଳେ ଆଜି ତଦନ୍ତ ପରେ ସୁଧାର ଗୃହରେ ଛଡ଼ାଯିବ ବୋଲି ଆଇଆଇସି ରିଗାନ କିଣ୍ଡୋ ପ୍ରକାଶ କରିଛନ୍ତି। ତଦନ୍ତ ପରେ ଡ୍ରାଇଭରକୁ କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe