ପୁଅର ମାଡ଼ରେ ଚାଲିଗଲା ମାର ଜୀବନ

Advertisment

କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇରେ ଘଟିଛି ଏକ ଅଭାବନୀୟ ଘଟଣାl ପୁଅର ମାଡ଼ରେ ମାର ମୃତ୍ୟୁ l ପଟ୍ଟାମୁଣ୍ଡାଇ ବ୍ଳକ ଔପଦା ପଞ୍ଚାୟତ ବିଶୁନୁପୁରୁ ଗାଁରେ ଘଟିଛି ଘଟଣାl।

New Project (3)

ପଟ୍ଟାମୁଣ୍ଡାଇ: କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇରେ ଘଟିଛି ଏକ ଅଭାବନୀୟ ଘଟଣାl ପୁଅର ମାଡ଼ରେ ମାର ମୃତ୍ୟୁ l ପଟ୍ଟାମୁଣ୍ଡାଇ ବ୍ଳକ ଔପଦା ପଞ୍ଚାୟତ ବିଶୁନୁପୁରୁ ଗାଁରେ ଘଟିଛି ଘଟଣାl।

ଗତକାଲି ବିଳମ୍ବିତ ରାତିରେ ମନୋରଞ୍ଜନ ମଳିକ ମଦ ପିଇ ନିଜ ସ୍ତ୍ରୀକୁ ମାରୁଥିବା ସମୟରେ ମା ଶାନ୍ତିଲତା ମଳିକ ପ୍ରତିବାଦ କରିଥିଲେ l ପୁଅ ନିଜ ମାକୁ ଜୋରରେ ଧକ୍କା ଦେଇଥିଲେl ଯେଉଁଥିରେ ମା ର ମୃତ୍ୟୁ ହୋଇଥିବା କୁହାଯାଉଛି l ଅଭିଯୁକ୍ତକୁ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କରୁଛି ପୁଲିସ୍l

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe