ଝାରଖଣ୍ଡ ଓ ମେଦିନାପୁରରେ କୁର୍ମି ସମାଜର ରେଳରୋକୋ, ମୁମ୍ବାଇ - ହାୱାଡା ରେଳସେବା ଠପ୍

କୁର୍ମି ସମ୍ପ୍ରଦାୟକୁ ଅନୁସୂଚିତ ଜାତି ତାଲିକାରେ ଅନ୍ତର୍ଭୁକ୍ତ କରିବା ପାଇଁ ଦାବି ସମାଜ ପକ୍ଷରୁ ଝାରଖଣ୍ଡ ଓ ମେଦିନାପୁରରେ ରେଳ ରୋକୋ କରାଯାଇଛିl ଫଳରେ ମୁମ୍ବାଇ ହାୱଡା ମୁଖ୍ୟ ମାର୍ଗରେ ରେଳ ଚଳାଚଳ ବିଶେଷ ଭାବେ ପ୍ରଭାବିତ ହୋଇଛି l

New Project (14)

ରାଉରକେଲା: କୁର୍ମି ସମ୍ପ୍ରଦାୟକୁ ଅନୁସୂଚିତ ଜାତି ତାଲିକାରେ ଅନ୍ତର୍ଭୁକ୍ତ କରିବା ପାଇଁ ଦାବି ସମାଜ ପକ୍ଷରୁ ଝାରଖଣ୍ଡ ଓ ମେଦିନାପୁରରେ ରେଳ ରୋକୋ କରାଯାଇଛିl ଫଳରେ ମୁମ୍ବାଇ ହାୱଡା ମୁଖ୍ୟ ମାର୍ଗରେ ରେଳ ଚଳାଚଳ ବିଶେଷ ଭାବେ ପ୍ରଭାବିତ ହୋଇଛି l ରାଉରକେଲା ଦେଇ ଯାଉଥିବା ସମସ୍ତ ଟ୍ରେନ ବାଟରେ ଅଟକି ରହିଛି l ରାଉରକେଲା ଷ୍ଟେସନରେ ଶହ ଶହ ଯାତ୍ରୀ ଟ୍ରେନକୁ ତିନି ଚାରି ଘଣ୍ଟା ଧରି ଅପେକ୍ଷା କରି ରହିଛନ୍ତିl

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe