ଚକୁଳିଫାର୍ମ ନିକଟରେ ବୟସ୍କ ବ୍ୟକ୍ତିଙ୍କୁ ଗଳା କାଟି ହତ୍ୟା

Advertisment

ଅତାବିରା ଥାନା ବକୁଳିଫାର୍ମ ନିକଟ ସତୀଜୋରଠାରେ ଜଣେ ବୟସ୍କ ବ୍ୟକ୍ତିଙ୍କୁ ଗଳାକାଟି ନିର୍ମମ ଭାବେ ହତ୍ୟା କରାଯାଇଛି। ମୃତକ  ହେଲେ ବରଗଡ଼ ଜିଲ୍ଲା ବରାହଗୋଡା ଗ୍ରାମର ମହାଦେବ ସାହୁ (୫୫)।

ଅତାବିରା ଥାନା ବକୁଳିଫାର୍ମ ନିକଟ ସତୀଜୋରଠାରେ ଜଣେ ବୟସ୍କ ବ୍ୟକ୍ତିଙ୍କୁ ଗଳାକାଟି ନିର୍ମମ ଭାବେ ହତ୍ୟା କରାଯାଇଛି। ମୃତକ  ହେଲେ ବରଗଡ଼ ଜିଲ୍ଲା ବରାହଗୋଡା ଗ୍ରାମର ମହାଦେବ ସାହୁ (୫୫)।

atabira ps

ଅତାବିରା: ଅତାବିରା ଥାନା ବକୁଳିଫାର୍ମ ନିକଟ ସତୀଜୋରଠାରେ ଜଣେ ବୟସ୍କ ବ୍ୟକ୍ତିଙ୍କୁ ଗଳାକାଟି ନିର୍ମମ ଭାବେ ହତ୍ୟା କରାଯାଇଛି। ମୃତକ  ହେଲେ ବରଗଡ଼ ଜିଲ୍ଲା ବରାହଗୋଡା ଗ୍ରାମର ମହାଦେବ ସାହୁ (୫୫)।

ମହାଦେବ ସମ୍ବଲପୁର ଯାଉଛି ବୋଲି ଘରୁ କହି ବାହାରକୁ ଯାଇଥିଲେ। ଏହାପରେ ସେ ଶନିବାର ବଳମ୍ବିତ ରାତି ପର୍ଯ୍ୟନ୍ତ ଘରକୁ ଫେରିନଥଲେ।  ଏନେଇ ପ୍ରମୋଦଙ୍କ ସ୍ତ୍ରୀ ତାଙ୍କ ଅତାବିରା ଥାନା ସରଣ୍ଡା ଗ୍ରାମରେ ରହୁଥିବା ତାଙ୍କ ଭାଇ ପ୍ରମୋଦ ଗଡତିଆଙ୍କୁ ଫୋନ ମାଧ୍ୟମରେ ଜଣାଇଥିଲେ। ସକାଳେ ଖୋଜାଖୋଜି କଲାପରେ ଚକୁଳିଫାର୍ମଠାରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିବା ଜାଣିବାକୁ ପାଇ ସେଠାରେ ସେ ତାଙ୍କ ଭିଣୋଇ ମହାଦେବ ସାହୁ ବୋଲି ଚିହ୍ନି ଅତାବିରା ଥାନାରେ ଏତଲା ଦେଇଥିଲେ।

ପ୍ରାପ୍ତ ସୂଚନା ଅନୁସାରେ ଗତ ଶନିବାର ଦିନ ଦିନବେଳା ମହାଦେବ ସମ୍ବଲପୁର ଯାଉଛି ବୋଲି ଘରୁ କହି ବାହାରକୁ ଯାଇଥିଲେ। ଏହାପରେ ସେ ଶନିବାର ବଳମ୍ବିତ ରାତି ପର୍ଯ୍ୟନ୍ତ ଘରକୁ ଫେରିନଥଲେ।  ଏନେଇ ପ୍ରମୋଦଙ୍କ ସ୍ତ୍ରୀ ତାଙ୍କ ଅତାବିରା ଥାନା ସରଣ୍ଡା ଗ୍ରାମରେ ରହୁଥିବା ତାଙ୍କ ଭାଇ ପ୍ରମୋଦ ଗଡତିଆଙ୍କୁ ଫୋନ ମାଧ୍ୟମରେ ଜଣାଇଥିଲେ। ସକାଳେ ଖୋଜାଖୋଜି କଲାପରେ ଚକୁଳିଫାର୍ମଠାରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିବା ଜାଣିବାକୁ ପାଇ ସେଠାରେ ସେ ତାଙ୍କ ଭିଣୋଇ ମହାଦେବ ସାହୁ ବୋଲି ଚିହ୍ନି ଅତାବିରା ଥାନାରେ ଏତଲା ଦେଇଥିଲେ । ଘଟଣା ସମ୍ପର୍କରେ ସୂଚନାପାଇ ଅତାବିରା ପୁଲିସ ଓ ସମ୍ବଲପୁର ସାଇଣ୍ଟିଫିକ ଦଳ ସନ୍ଧାନୀ କୁକୁର ସହାୟତାରେ ଅନୁସନ୍ଧାନ ଜାରିରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe