ବାରିପଦା‌ରେ ଚାଞ୍ଚଲ୍ୟ: ପୂର୍ବ ଶତ୍ରୁତାରୁ ଗଳାକାଟି ଠିକାଦାରଙ୍କୁ ହତ୍ୟା, ଅଭିଯୁକ୍ତ ଫେରାର

Advertisment

 ପବିତ୍ର ଦୋଳପୂର୍ଣ୍ଣିମାରେ ବାରିପଦା ସହରରେ ଏକ ଅଭାବନୀୟ ଘଟଣା ଘଟିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଠିକାଦାରଙ୍କୁ ତାଙ୍କର ଜଣେ ସମ୍ପର୍କୀୟ ଛୁରି ଭୁସି ହତ୍ୟା କରି ଫେରାର ହୋଇଯାଇଛି। ମୃତକ ହେଲେ ଭଞ୍ଜପୁର ଥାନା ଅଧୀନ ଫରେଷ୍ଟ କଲୋନୀର ଟିକୁଲୁ ଓରଫ ସ୍ନେହାଶିଷ ପଣ୍ଡା।

 ପବିତ୍ର ଦୋଳପୂର୍ଣ୍ଣିମାରେ ବାରିପଦା ସହରରେ ଏକ ଅଭାବନୀୟ ଘଟଣା ଘଟିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଠିକାଦାରଙ୍କୁ ତାଙ୍କର ଜଣେ ସମ୍ପର୍କୀୟ ଛୁରି ଭୁସି ହତ୍ୟା କରି ଫେରାର ହୋଇଯାଇଛି। ମୃତକ ହେଲେ ଭଞ୍ଜପୁର ଥାନା ଅଧୀନ ଫରେଷ୍ଟ କଲୋନୀର ଟିକୁଲୁ ଓରଫ ସ୍ନେହାଶିଷ ପଣ୍ଡା।

bh

ବାରିପଦା: ପବିତ୍ର ଦୋଳପୂର୍ଣ୍ଣିମାରେ ବାରିପଦା ସହରରେ ଏକ ଅଭାବନୀୟ ଘଟଣା ଘଟିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଠିକାଦାରଙ୍କୁ ତାଙ୍କର ଜଣେ ସମ୍ପର୍କୀୟ ଛୁରି ଭୁସି ହତ୍ୟା କରି ଫେରାର ହୋଇଯାଇଛି। ମୃତକ ହେଲେ ଭଞ୍ଜପୁର ଥାନା ଅଧୀନ ଫରେଷ୍ଟ କଲୋନୀର ଟିକୁଲୁ ଓରଫ ସ୍ନେହାଶିଷ ପଣ୍ଡା।

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଠିକାଦାରଙ୍କୁ ତାଙ୍କର ଜଣେ ସମ୍ପର୍କୀୟ ଛୁରି ଭୁସି ହତ୍ୟା କରି ଫେରାର ହୋଇଯାଇଛି। ମୃତକ ହେଲେ ଭଞ୍ଜପୁର ଥାନା ଅଧୀନ ଫରେଷ୍ଟ କଲୋନୀର ଟିକୁଲୁ ଓରଫ ସ୍ନେହାଶିଷ ପଣ୍ଡା। ଅଭିଯୁକ୍ତ ଜଣଙ୍କ ଗତବର୍ଷ ହୋଲିରେ ତାଙ୍କ ଘରକୁ ଆସି ପିଟିଥିବା ବେଳେ ଆଜି ସାଙ୍ଗରେ ଆଣିଥିବା ଛୁରି ବେକରେ ଭୁସି ଫେରାର ହୋଇଯାଇଥିଲା। ରକ୍ତ ଜୁଡୁବୁଡୁ ଅବସ୍ଥାରେ ଆହତଙ୍କୁ ପିଆରଏମ ମେଡ଼ିକାଲ କଲେଜ ଓ ହସ୍ପିଟାଲକୁ ନେଇଥିଲେ ହେଁ ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି।

nj

ଅଭିଯୁକ୍ତ ଜଣଙ୍କ ଗତବର୍ଷ ହୋଲିରେ ତାଙ୍କ ଘରକୁ ଆସି ପିଟିଥିବା ବେଳେ ଆଜି ସାଙ୍ଗରେ ଆଣିଥିବା ଛୁରି ବେକରେ ଭୁସି ଫେରାର ହୋଇଯାଇଥିଲା। ରକ୍ତ ଜୁଡୁବୁଡୁ ଅବସ୍ଥାରେ ଆହତଙ୍କୁ ପିଆରଏମ ମେଡ଼ିକାଲ କଲେଜ ଓ ହସ୍ପିଟାଲକୁ ନେଇଥିଲେ ହେଁ ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି। ପୁଲିସ ଅଧିକ ତଦନ୍ତ କରୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe