ହେମଗିରିରେ ଚାଞ୍ଚଲ୍ୟ: ପଥର ଛେଚି ହତ୍ୟା

Advertisment

ହେମଗିର ଥାନା ଟାଙ୍ଗରଡିହିରେ ଗତକାଲି ରାତି ୯ଟାରେ ଘଟିଛି  ଏକ ହତ୍ୟାକାଣ୍ଡ। ନିଶାରେ ଚୁର୍ ଜଣେ ବ୍ୟକ୍ତି  ଅନ୍ଯ ଜଣଙ୍କୁ ପଥରରେ ଛେଚି ହତ୍ୟା କରିଛି। ମୃତକ ହେଲେ ଗାଁର କରନ ସିଂ। ହତ୍ୟା ଅଭିଯୁକ୍ତ ହେଲେ ସନବୋଧ ବୁଡ଼ା।

ହେମଗିର ଥାନା ଟାଙ୍ଗରଡିହିରେ ଗତକାଲି ରାତି ୯ଟାରେ ଘଟିଛି  ଏକ ହତ୍ୟାକାଣ୍ଡ। ନିଶାରେ ଚୁର୍ ଜଣେ ବ୍ୟକ୍ତି  ଅନ୍ଯ ଜଣଙ୍କୁ ପଥରରେ ଛେଚି ହତ୍ୟା କରିଛି। ମୃତକ ହେଲେ ଗାଁର କରନ ସିଂ। ହତ୍ୟା ଅଭିଯୁକ୍ତ ହେଲେ ସନବୋଧ ବୁଡ଼ା।

s34789

ସୁନ୍ଦରଗଡ଼: ହେମଗିର ଥାନା ଟାଙ୍ଗରଡିହିରେ ଗତକାଲି ରାତି ୯ଟାରେ ଘଟିଛି  ଏକ ହତ୍ୟାକାଣ୍ଡ। ନିଶାରେ ଚୁର୍ ଜଣେ ବ୍ୟକ୍ତି  ଅନ୍ଯ ଜଣଙ୍କୁ ପଥରରେ ଛେଚି ହତ୍ୟା କରିଛି। ମୃତକ ହେଲେ ଗାଁର କରନ ସିଂ। ହତ୍ୟା ଅଭିଯୁକ୍ତ ହେଲେ ସନବୋଧ ବୁଡ଼ା।

ଦୁହେଁ ସାଙ୍ଗ ହୋଇ  ମଦ ପିଇବା ପରେ କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା। ଏହା ପରେ ସନବୋଧ ପଥରରେ ଛେଚି ଦେଇଥିବା ଅଭିଯୋଗ ହୋଇଛି। ପୁଲିସ  ସନବୋଧକୁ ଅଟକ ରଖି ପଚରାଉଚରା କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe