ମୋବାଇଲ ପାଇଁ ତଣ୍ଟିଚିପି ହତ୍ୟା, ଦୁଇ ଅଭିଯୁକ୍ତ ଗିରଫ

ଖପ୍ରାଖୋଲ ଥାନା ଦେଦହ ଗ୍ରାମରେ ଅଜୁ ପଧାନ ନାମକ ଜଣେ ବ୍ୟକ୍ତି  ଗ୍ରାମ ପୋଖରୀକୁ ଶୌଚ କରିବାକୁ ଯାଇଥିବା ବେଳେ ସେହି ଗ୍ରାମର  ଦୁଇ ଜଣ ବ୍ୟକ୍ତି ଅଜୁର ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଦୁଇ ଅଭିଯୁକ୍ତଙ୍କୁ ଖପ୍ରାଖୋଲ ଗିରଫ କରାଯାଇଛି ।

arrest

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଥାନା ଦେଦହ ଗ୍ରାମରେ ଅଜୁ ପଧାନ ନାମକ ଜଣେ ବ୍ୟକ୍ତି  ଗ୍ରାମ ପୋଖରୀକୁ ଶୌଚ କରିବାକୁ ଯାଇଥିବା ବେଳେ ସେହି ଗ୍ରାମର  ଦୁଇ ଜଣ ବ୍ୟକ୍ତି ଅଜୁର ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଦୁଇ ଅଭିଯୁକ୍ତଙ୍କୁ ଖପ୍ରାଖୋଲ ଗିରଫ କରାଯାଇଛି । ଏହି ଦୁଇ ବ୍ୟକ୍ତି ଧର୍ମୁ ମାଝୀ ଓ କର୍ଡୁ  ମାଝୀ ।

ଖପ୍ରାଖୋଲ ଥାନା ଦେଦହ ଗ୍ରାମରେ ଅଜୁ ପଧାନ ନାମକ ଜଣେ ବ୍ୟକ୍ତି  ଗ୍ରାମ ପୋଖରୀକୁ ଶୌଚ କରିବାକୁ ଯାଇଥିବା ବେଳେ ସେହି ଗ୍ରାମର  ଦୁଇ ଜଣ ବ୍ୟକ୍ତି ଅଜୁର ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଦୁଇ ଅଭିଯୁକ୍ତଙ୍କୁ ଖପ୍ରାଖୋଲ ଗିରଫ କରାଯାଇଛି । ଏହି ଦୁଇ ବ୍ୟକ୍ତି ଧର୍ମୁ ମାଝୀ ଓ କର୍ଡୁ  ମାଝୀ ।

ପୁଲିସ ତଦନ୍ତ ଜାରି ରଖିଛି। ମୋବାଇଲ ପାଇଁ ଦୁହେଁ ହତ୍ୟା କରିଥିବା କହୁଛନ୍ତି।

crime

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe