ବଚସାରୁ ହତ୍ୟାକାଣ୍ଡ: ୪ ଯୁବକ ଅଟକ, ଜଣେ ଫେରାର

ଆଜି ଭୋର ଚାରିଟା ସମୟରେ କୁଜଙ୍ଗ ଥାନା ମଙ୍ଗରାଜପୁର ଗ୍ରାମରୁ ଜଣେ ଯୁବକଙ୍କ କ୍ଷତାକ୍ତ ଓ ରକ୍ତଭିଜା ମୃତଦେହ ପୁଲିସ ଉଦ୍ଧାର କରିଛି। ମୃତ ଯୁବକ ଜଣକ ହେଲେ ସ୍ବର୍ଗତ ନାଥ ବେହେରାଙ୍କ ପୁତ୍ର ରମାକାନ୍ତ ହେହେରା(୪୫) l

ପ୍ରେମ ବିବାହର ୧୨ ବର୍ଷ ପରେ କଟୁରିରେ ବାଡ଼େଇ ବାଡ଼େଇ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

କୁଜଙ୍ଗ: ଆଜି ଭୋର ଚାରିଟା ସମୟରେ କୁଜଙ୍ଗ ଥାନା ମଙ୍ଗରାଜପୁର ଗ୍ରାମରୁ ଜଣେ ଯୁବକଙ୍କ କ୍ଷତାକ୍ତ ଓ ରକ୍ତଭିଜା ମୃତଦେହ ପୁଲିସ ଉଦ୍ଧାର କରିଛି। ମୃତ ଯୁବକ ଜଣକ ହେଲେ ସ୍ବର୍ଗତ ନାଥ ବେହେରାଙ୍କ ପୁତ୍ର ରମାକାନ୍ତ ହେହେରା(୪୫) l ଏହି ଘଟଣାରେ ପାଞ୍ଚଜଣ ସ୍ଥାନୀୟ ଯୁବକ ସାମିଲ ଥିବା ପୁଲିସ ସନ୍ଦେହ କରି ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ଅଟକ କରିଥିବାବେଳେ ଜଣେ ଫେରାର ହୋଇଯାଇଥିବା ଜଣାପଡ଼ିଛି। 

ରମାକାନ୍ତ ଓରଫ ରମାଙ୍କ ସହିତ ନିଶାସକ୍ତ ଭାବେ ଅଟକ ଯୁବକମାନଙ୍କ ମଧ୍ୟରୁ କିଛି ଯୁବକଙ୍କ ସହିତ ବଚସା ହୋଇଥିଲା। ବଚସା ପୁରା ଚରମ ସୀମାରେ ପହଞ୍ଚିଥିଲା l ଫଳରେ ଗତକାଲି ସନ୍ଧ୍ୟା ସାତଟା ସମୟରେ ଏହି ଘଟଣା ଘଟିଥିଲାl  ପରେ ମୃତ ରମାକାନ୍ତକୁ ତାଙ୍କ ପତ୍ନୀ ନେଇ ଘରେ ଶୁଆଇଦେଇଥିଲେ l ମାତ୍ର ରାତି ପ୍ରୀୟ ୧୨ ସମୟରେ ଅଭିଯୁକ୍ତମାନେ ରମାକାନ୍ତକୁ ଫୋନକରି ବାହାରକୁ ଡକାଇଥିଲେ l ପରେ ଏହି ଘଟଣା ଘଟିଥିବା ପ୍ରରମ୍ଭିକ ଭାବେ ସୂଚନା ମିଳିଛି l ପୁଲିସ ରାତି ତିନିଟା ସରେ କୌଣସି ସୂତ୍ରରୁ ସୂଚନା ପାଇ ଆମ୍ବୁଲାନ୍ସ ଯୋଗେ ରକ୍ତ ଜୁଡୁବୁଡୁ ରମାକାନ୍ତଙ୍କୁ କୁଜଙ୍ଗ ମେଡିକାଲରେ ପହଞ୍ଚାଇଥିଲା । ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେl

ସୂଚନା ମିଳିଛି ଯେ, ମୃତ ରମାକାନ୍ତ ଓରଫ ରମାଙ୍କ ସହିତ ନିଶାସକ୍ତ ଭାବେ ଅଟକ ଯୁବକମାନଙ୍କ ମଧ୍ୟରୁ କିଛି ଯୁବକଙ୍କ ସହିତ ବଚସା ହୋଇଥିଲା। ବଚସା ପୁରା ଚରମ ସୀମାରେ ପହଞ୍ଚିଥିଲା l ଫଳରେ ଗତକାଲି ସନ୍ଧ୍ୟା ସାତଟା ସମୟରେ ଏହି ଘଟଣା ଘଟିଥିଲାl  ପରେ ମୃତ ରମାକାନ୍ତକୁ ତାଙ୍କ ପତ୍ନୀ ନେଇ ଘରେ ଶୁଆଇଦେଇଥିଲେ l ମାତ୍ର ରାତି ପ୍ରୀୟ ୧୨ ସମୟରେ ଅଭିଯୁକ୍ତମାନେ ରମାକାନ୍ତକୁ ଫୋନକରି ବାହାରକୁ ଡକାଇଥିଲେ l ପରେ ଏହି ଘଟଣା ଘଟିଥିବା ପ୍ରରମ୍ଭିକ ଭାବେ ସୂଚନା ମିଳିଛି l

ପୁଲିସ ରାତି ତିନିଟା ସରେ କୌଣସି ସୂତ୍ରରୁ ସୂଚନା ପାଇ ଆମ୍ବୁଲାନ୍ସ ଯୋଗେ ରକ୍ତ ଜୁଡୁବୁଡୁ ରମାକାନ୍ତଙ୍କୁ କୁଜଙ୍ଗ ମେଡିକାଲରେ ପହଞ୍ଚାଇଥିଲା । ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe