ଇସ୍ପାତ ସହରରେ ପୁଣି ଏକ ଲୋମହର୍ଷକ ହତ୍ୟାକାଣ୍ଡ, ଯୁବକଙ୍କ ବେକ କାଟି ହତ୍ୟା

Advertisment

ଇସ୍ପାତ ସହରରେ ପୁଣି ଏକ ଲୋମହର୍ଷକ ହତ୍ୟାକାଣ୍ଡ ଘଟିଛି। ଜଣେ ଯୁବକଙ୍କ ବେକ କାଟି ହତ୍ୟାକରି ଏସ ଟି ଆଇ ରେଲୱେ ଓଭରବ୍ରିଜ ତଳେ ଫୋପାଡ଼ି ଦେଇଛନ୍ତି। ମୃତକ ହେଉଛନ୍ତି ଅମ୍ରିତ ମହାକୁଡ଼।

ଇସ୍ପାତ ସହରରେ ପୁଣି ଏକ ଲୋମହର୍ଷକ ହତ୍ୟାକାଣ୍ଡ ଘଟିଛି। ଜଣେ ଯୁବକଙ୍କ ବେକ କାଟି ହତ୍ୟାକରି ଏସ ଟି ଆଇ ରେଲୱେ ଓଭରବ୍ରିଜ ତଳେ ଫୋପାଡ଼ି ଦେଇଛନ୍ତି। ମୃତକ ହେଉଛନ୍ତି ଅମ୍ରିତ ମହାକୁଡ଼।

zx

ରାଉରକେଲା: ଇସ୍ପାତ ସହରରେ ପୁଣି ଏକ ଲୋମହର୍ଷକ ହତ୍ୟାକାଣ୍ଡ ଘଟିଛି। ଜଣେ ଯୁବକଙ୍କ ବେକ କାଟି ହତ୍ୟାକରି ଏସ ଟି ଆଇ ରେଲୱେ ଓଭରବ୍ରିଜ ତଳେ ଫୋପାଡ଼ି ଦେଇଛନ୍ତି। ମୃତକ ହେଉଛନ୍ତି ଅମ୍ରିତ ମହାକୁଡ଼। ସେ ରାଉରକେଲା ଗାଢ଼ାଟୋଲାରେ ରହୁଥିଲେ। ସେ ହେଉଛନ୍ତି ଔପଦା ଝାରବେଡା ର ମୂଳ ବାସିନ୍ଦା। ମାସେ ହେଲା ରାଉରକେଲା କୁ ଆସି ପାଣି ଟାଙ୍କି ରେ ଶ୍ରମିକଭାବେ କାର୍ଯ୍ୟ କରୁଥିଲେ। ରଘୁନାଥପାଲି ପୁଲିସ ଘଟଣାର ତଦନ୍ତ ଜାରିରଖିଛି। 

ଜଣେ ଯୁବକଙ୍କ ବେକ କାଟି ହତ୍ୟାକରି ଏସ ଟି ଆଇ ରେଲୱେ ଓଭରବ୍ରିଜ ତଳେ ଫୋପାଡ଼ି ଦେଇଛନ୍ତି। ମୃତକ ହେଉଛନ୍ତି ଅମ୍ରିତ ମହାକୁଡ଼। ସେ ରାଉରକେଲା ଗାଢ଼ାଟୋଲାରେ ରହୁଥିଲେ। ସେ ହେଉଛନ୍ତି ଔପଦା ଝାରବେଡା ର ମୂଳ ବାସିନ୍ଦା। ମାସେ ହେଲା ରାଉରକେଲା କୁ ଆସି ପାଣି ଟାଙ୍କି ରେ ଶ୍ରମିକଭାବେ କାର୍ଯ୍ୟ କରୁଥିଲେ। ରଘୁନାଥପାଲି ପୁଲିସ ଘଟଣାର ତଦନ୍ତ ଜାରିରଖିଛି। 

ପ୍ରକାଶଥାଉକି, ଗତ ୪ ଦିନରେ ୪ଟି ଜଘନ୍ୟ ହତ୍ୟାକାଣ୍ଡ ଘଟିଲାଣି।

crime

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe