Photograph: (Van Severen Law Office)
ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ସରିକି ଗାଁରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ଏଠାରେ ଖଣ୍ଡାରେ ଜଣେ ଯୁବକଙ୍କୁ ହାଣି ହତ୍ୟା କରାଯାଇଛି। ହତ୍ୟାର ଶିକାର ହେଲେ ମନୋଜ ସ୍ବାଇଁ। ଅଭିଯୁକ୍ତ ପରେଶ ସ୍ବାଇଁକୁ ଗିରଫ କରିଛି ପୁଲିସ।
ତିର୍ତ୍ତୋଲ ଥାନା ଅନ୍ତର୍ଗତ ସରିକି ଗାଁରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ଏଠାରେ ଖଣ୍ଡାରେ ଜଣେ ଯୁବକଙ୍କୁ ହାଣି ହତ୍ୟା କରାଯାଇଛି। ହତ୍ୟାର ଶିକାର ହେଲେ ମନୋଜ ସ୍ବାଇଁ। ଅଭିଯୁକ୍ତ ପରେଶ ସ୍ବାଇଁକୁ ଗିରଫ କରିଛି ପୁଲିସ।
ତେବେ ହତ୍ୟାକାଣ୍ଡର କାରଣ ଜଣାପଡ଼ିନାହିଁ।
Follow Us