ମାଲକାନଗିରି ସୀମାନ୍ତରେ ମାଓବାଦୀଙ୍କ ବର୍ବର କାଣ୍ଡ, ନାଏବ ସରପଞ୍ଚଙ୍କୁ ଗଳାକାଟି ହତ୍ୟା

Advertisment

ପୁଲିସ ଇନଫର୍ମର୍ ସନ୍ଦେହରେ ମାଲକାନଗିରି ସୀମାନ୍ତ ଛତିଶଗଡ଼ର ତାରଲାବେଡ଼ା ନାଏବ ସରପଞ୍ଚଙ୍କୁ ଗଳାକାଟି ହତ୍ୟା କରିଛନ୍ତି ମାଓବାଦୀ। ହତ୍ୟା ପରେ ପୁଲିସ ପକ୍ଷରୁ କମ୍ବିଂ ଅପରେସନକୁ ଜୋରଦାର୍ କରାଯାଇଛି। ମୃତକ ହେଲେ ମୁଚାକି ରାମା।

ପୁଲିସ ଇନଫର୍ମର୍ ସନ୍ଦେହରେ ମାଲକାନଗିରି ସୀମାନ୍ତ ଛତିଶଗଡ଼ର ତାରଲାବେଡ଼ା ନାଏବ ସରପଞ୍ଚଙ୍କୁ ଗଳାକାଟି ହତ୍ୟା କରିଛନ୍ତି ମାଓବାଦୀ। ହତ୍ୟା ପରେ ପୁଲିସ ପକ୍ଷରୁ କମ୍ବିଂ ଅପରେସନକୁ ଜୋରଦାର୍ କରାଯାଇଛି। ମୃତକ ହେଲେ ମୁଚାକି ରାମା।

naxal

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ରେ ମାଓବାଦୀଙ୍କ ବର୍ବର କାଣ୍ଡ। ପୁଲିସ ଇନଫର୍ମର୍ ସନ୍ଦେହରେ ମାଲକାନଗିରି ସୀମାନ୍ତ ଛତିଶଗଡ଼ର ତାରଲାବେଡ଼ା ନାଏବ ସରପଞ୍ଚଙ୍କୁ ଗଳାକାଟି ହତ୍ୟା କରିଛନ୍ତି ମାଓବାଦୀ। ହତ୍ୟା ପରେ ପୁଲିସ ପକ୍ଷରୁ କମ୍ବିଂ ଅପରେସନକୁ ଜୋରଦାର୍ କରାଯାଇଛି। ମୃତକ ହେଲେ ମୁଚାକି ରାମା।

ପୁଲିସ ଇନଫର୍ମର୍ ସନ୍ଦେହରେ ମାଲକାନଗିରି ସୀମାନ୍ତ ଛତିଶଗଡ଼ର ତାରଲାବେଡ଼ା ନାଏବ ସରପଞ୍ଚଙ୍କୁ ଗଳାକାଟି ହତ୍ୟା କରିଛନ୍ତି ମାଓବାଦୀ। ହତ୍ୟା ପରେ ପୁଲିସ ପକ୍ଷରୁ କମ୍ବିଂ ଅପରେସନକୁ ଜୋରଦାର୍ କରାଯାଇଛି। ମୃତକ ହେଲେ ମୁଚାକି ରାମା। ସୂଚନା ଅନୁଯାୟୀ ଗତକାଲି ଅପରାହ୍ଣରେ ମାଓବାଦୀମାନେ ତାରଲାବେଡ଼ା ନାଏବ ସରପଞ୍ଚ ମୁଚାକି ରାମାଙ୍କୁ ଘରୁ ଡାକିନେଇଥିଲେ। ପରେ ସେମାନେ ତାଙ୍କୁ ଗଳାକାଟି ହତ୍ୟା କରିଥିଲେ ମାଓବାଦୀ। ଆଜି ସକାଳେ ଗାଁ ନିକଟରେ ତାଙ୍କ ମୃତଦେହ ଠାବ ହୋଇଥିଲା।

ସୂଚନା ଅନୁଯାୟୀ ଗତକାଲି ଅପରାହ୍ଣରେ ମାଓବାଦୀମାନେ ତାରଲାବେଡ଼ା ନାଏବ ସରପଞ୍ଚ ମୁଚାକି ରାମାଙ୍କୁ ଘରୁ ଡାକିନେଇଥିଲେ। ପରେ ସେମାନେ ତାଙ୍କୁ ଗଳାକାଟି ହତ୍ୟା କରିଥିଲେ ମାଓବାଦୀ। ଆଜି ସକାଳେ ଗାଁ ନିକଟରେ ତାଙ୍କ ମୃତଦେହ ଠାବ ହୋଇଥିଲା। ଏହାପରେ ପୁଲିସ ପକ୍ଷରୁ କମ୍ବିଂ ଅପରେସନକୁ ଜୋରଦାର୍ କରାଯାଇଛି।

maoists

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe