ଠେଙ୍ଗାରେ ପିଟିପିଟି ପୂଜକଙ୍କୁ ନିର୍ମମ ହତ୍ୟା

Advertisment

କୋରାପୁଟ ଜିଲ୍ଲା ସୁନାବେଡ଼ା ଥାନା ଅନ୍ତର୍ଗତ କାକି ଗାଁର କିନ୍ନର ପୂଜକ ଶଙ୍କର ରାନ୍ଧି (୩୬)ଙ୍କୁ ଠେଙ୍ଗାରେ ପିଟିପିଟି ନିର୍ମମ ହତ୍ୟା ଅଭିଯୋଗ ହୋଇଛି। ଉଭୟ ମୃତକ ଓ ଅଭିଯୁକ୍ତ ପଡ଼ୋଶୀ ଅଟନ୍ତି।

Updated On

ଅଦ୍ୟତନ ହୋଇଛି
death

କୋରାପୁଟ: କୋରାପୁଟ ଜିଲ୍ଲା ସୁନାବେଡ଼ା ଥାନା ଅନ୍ତର୍ଗତ କାକି ଗାଁର କିନ୍ନର ପୂଜକ ଶଙ୍କର ରାନ୍ଧି (୩୬)ଙ୍କୁ ଠେଙ୍ଗାରେ ପିଟିପିଟି ନିର୍ମମ ହତ୍ୟା ଅଭିଯୋଗ ହୋଇଛି। ଉଭୟ ମୃତକ ଓ ଅଭିଯୁକ୍ତ ପଡ଼ୋଶୀ ଅଟନ୍ତି।

ମୃତକଙ୍କ ଭାଇ ସଞ୍ଜିତ ରାନ୍ଧି ସୁନାବେଡ଼ା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଯେ, ଦେବ ଗୁଡ଼ିଆ ଏବଂ ଲକ୍ଷ୍ମୀଧର ନାୟକ ଗତ ରବିବାର ରାତିରେ ଶଙ୍କରଙ୍କୁ ମନ୍ଦିର ଭିତରୁ ଟାଣି ନେଇ ଠେଙ୍ଗାରେ ପିଟିପିଟି ନିର୍ମମ ହତ୍ୟା କରି ତାଙ୍କ ଘର ଦାଣ୍ଡରେ ଫିଙ୍ଗି ଦେଇ ଚାଲିଯାଇଥିଲେ। ସଞ୍ଜିତ ନିଜ ଲୋକଙ୍କ ସାହାଯ୍ୟରେ ଶଙ୍କରଙ୍କୁ ସୁନାବେଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଖବର ପାଇବା ପରେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଦେବ ଗୁଡ଼ିଆ ଏବଂ ଲକ୍ଷ୍ମୀଧର ନାୟକଙ୍କୁ ଧରି ଥାନାରେ ଅଟକ ରଖି ପଚରାଉଚରା କରୁଛନ୍ତି। ତେବେ ଏଭଳି ଘଟଣା ସୁନାବେଡ଼ା ଓ ସିମିଳିଗୁଡା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

crime

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe