Murder Old Man ମୁଣ୍ଡକୁ ଛେଚି ବୃଦ୍ଧଙ୍କୁ ନିର୍ମମ ହତ୍ୟା, ଗୁଣି ଗାରେଡ଼ିକୁ ନେଇ ହତ୍ୟାକାଣ୍ଡ ସନ୍ଦେହ

Advertisment

ରାୟଗଡା ଜିଲ୍ଲା ଆମ୍ବଦଳI ଥାନା ସରଧାପୁର ପଂଚାୟତ ଶୁଣ୍ଢୀପଦର ଗ୍ରାମର ଜଣେ ବୃଦ୍ଧଙ୍କ ମୁଣ୍ଡକୁ ଛେଚି ଦେଇ ଅତି ନିର୍ମମ ଭାବେ ହତ୍ୟା କରାଯାଇଛିI ମୃତକ ହେଲେ ଚିଚି ରାମ ବାଗ(୮୧) I

ରାୟଗଡା ଜିଲ୍ଲା ଆମ୍ବଦଳI ଥାନା ସରଧାପୁର ପଂଚାୟତ ଶୁଣ୍ଢୀପଦର ଗ୍ରାମର ଜଣେ ବୃଦ୍ଧଙ୍କ ମୁଣ୍ଡକୁ ଛେଚି ଦେଇ ଅତି ନିର୍ମମ ଭାବେ ହତ୍ୟା କରାଯାଇଛିI ମୃତକ ହେଲେ ଚିଚି ରାମ ବାଗ(୮୧) I

murder22

murder of old man at rayagada Photograph: (Sambad.in)

ରାୟଗଡା: ରାୟଗଡା ଜିଲ୍ଲା ଆମ୍ବଦଳI ଥାନା ସରଧାପୁର ପଂଚାୟତ ଶୁଣ୍ଢୀପଦର ଗ୍ରାମର ଜଣେ ବୃଦ୍ଧଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛିI ବୃଦ୍ଧଙ୍କ ମୁଣ୍ଡକୁ ଛେଚି ଦେଇ ହତ୍ୟା କରାଯାଇଥିବା ଜଣାପଡ଼ିଛିI ମୃତକ ହେଲେ ଚିଚି ରାମ ବାଗ(୮୧) I

ଆମ୍ବଦଳା ଥାନା ଅଞ୍ଚଳରେ ହତ୍ୟାକାଣ୍ଡ ଭଳି ଘଟଣା ବୃଦ୍ଧି

ରାତିରେ ଏହି ଘଟଣା ହୋଇଥିବାବେଳେ ପରିବାର ବର୍ଗ ଆମ୍ବଦଳା ଥାନାକୁ ଅଭିଯୋଗ କରିବାପାଇଁ ଯାଇଥିବା ଜଣାପଡିଛି I ପୁଲିସ ଘଟଣାସ୍ଥଳକୁ ଯାଇନଥିବାବେଳେ କେଉଁ କାରଣରୁ ହତ୍ୟା ହୋଇଛି ସୂଚନା ମିଳିପାରିନାହିଁ I ଏନେଇ ଗାଁ ଲୋକ ମୁହଁ ଖୋଲୁନଥିବା ବେଳେ ଗୁଣି ଗାରେଡ଼ିକୁ ନେଇ ହତ୍ୟାକାଣ୍ଡ ହୋଇଥିବା ସନ୍ଦେହ କରାଯାଇଛି I ପୂର୍ବରୁ ଗୁଣି ଗାରେଡ଼ି ପାଇଁ ଗ୍ରାମରେ ବିବାଦ ହୋଇଥିବା ସୂଚନାରୁ  ଜଣାପଡ଼ିଛ I କିଛି ମାସ ହେଲା ମୁନିଗୁଡା ବ୍ଲକ ଆମ୍ବଦଳା ଥାନା ଅଞ୍ଚଳରେ ହତ୍ୟାକାଣ୍ଡ ଭଳି ଘଟଣା ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି I

President Draupadi Murmu Jajpur ନାଭିଗୟାରେ ପିଣ୍ଡଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe