ସାନ ଯାଆର ମାଡ଼ରେ ଚାଲିଗଲା ବଡ଼ ଯାଆର ଜୀବନ

ଜାଳ କାଠ ପାଇଁ ଦୁଇ ଯାଆଙ୍କ ମଧ୍ୟରେ ପାଟିତୁଣ୍ଡ ନେଇଛି ତୀବ୍ର ରୂପ।।ଆଜି ସକାଳେ ସାନ ଯାଆର ମାଡ଼ରେ ବିଧବା ବଡ଼ ଯାଆଙ୍କର ମୃତ୍ୟୁ ହୋଇଛି। ମୃତା ହେଲେ ଦେବଗଡ଼ ପୌରାଞ୍ଚଳ ନୀଳବେର୍ଣ୍ଣି ସାହିର ଜ୍ୟୋତ୍ସ୍ନା ଭୋଜ(୫୫) l

Dead

ଦେବଗଡ଼: ଜାଳ କାଠ ପାଇଁ ଦୁଇ ଯାଆଙ୍କ ମଧ୍ୟରେ ପାଟିତୁଣ୍ଡ ନେଇଛି ତୀବ୍ର ରୂପ।।ଆଜି ସକାଳେ ସାନ ଯାଆର ମାଡ଼ରେ ବିଧବା ବଡ଼ ଯାଆଙ୍କର ମୃତ୍ୟୁ ହୋଇଛି। ମୃତା ହେଲେ ଦେବଗଡ଼ ପୌରାଞ୍ଚଳ ନୀଳବେର୍ଣ୍ଣି ସାହିର ଜ୍ୟୋତ୍ସ୍ନା ଭୋଜ(୫୫) l

ଜାଳ କାଠ ପାଇଁ ଦୁଇ ଯାଆଙ୍କ ମଧ୍ୟରେ ପାଟିତୁଣ୍ଡ ନେଇଛି ତୀବ୍ର ରୂପ।।ଆଜି ସକାଳେ ସାନ ଯାଆର ମାଡ଼ରେ ବିଧବା ବଡ଼ ଯାଆଙ୍କର ମୃତ୍ୟୁ ହୋଇଛି। ମୃତା ହେଲେ ଦେବଗଡ଼ ପୌରାଞ୍ଚଳ ନୀଳବେର୍ଣ୍ଣି ସାହିର ଜ୍ୟୋତ୍ସ୍ନା ଭୋଜ(୫୫) l ଦେବଗଡ଼ ଥାନା ପୁଲିସ୍ ଅଭିଯୁକ୍ତ ସାନ ଯାଆକୁ ଅଟକ ରଖି ପଚରାଉଚରା ଜାରି ରଖିଛି। ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ ସହାୟତାରେ ଦେବଗଡ଼ ଥାନା ପୁଲିସର ତଦନ୍ତ ଆରମ୍ଭ କରିଛିl

ଦେବଗଡ଼ ଥାନା ପୁଲିସ୍ ଅଭିଯୁକ୍ତ ସାନ ଯାଆକୁ ଅଟକ ରଖି ପଚରାଉଚରା ଜାରି ରଖିଛି। ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ ସହାୟତାରେ ଦେବଗଡ଼ ଥାନା ପୁଲିସର ତଦନ୍ତ ଆରମ୍ଭ କରିଛିl

crime

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe