Murder of Young man at rayagada Photograph: (sambad.in)
ରାୟଗଡା: ରାୟଗଡା ଜିଲ୍ଲା ଅମ୍ବାଦଳା ଥାନା ରେଲୱେ ଷ୍ଟେସନ ଗେଷ୍ଟ ହାଉସ ନିକଟରେ ରାସ୍ତାକଡ଼ରେ ଜଣେ ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତ ଶରୀର ପଡ଼ିଥିବା ଦେଖିବାକୁ ମିଳିଛି I କୌଣସି କାରଣରୁ ହତ୍ୟାକାଣ୍ଡ ଘଟାଇ ମୃତଦେହକୁ ଫିଙ୍ଗିଦେଇଥିବା ଅନୁମାନ କରାଯାଇଛି I
Follow Us