National OBC Comission: ୨୯ ତାରିଖରେ ହେବ ଜାତୀୟ ଓବିସି ଆପତ୍ତି ଅଭିଯୋଗ ଶୁଣାଣି

Advertisment

୨୯ ତାରିଖରେ ହେବ ଜାତୀୟ ଓବିସି ଆପତ୍ତି ଅଭିଯୋଗ ଶୁଣାଣି। କେଉଁ ଜାତିଗୁଡ଼ିକୁ ନୂଆ କରି ଜାତୀୟ ପଛୁଆ ବର୍ଗରେ ସାମିଲ କରିବା ଦରକାର ସେ ନେଇ ସମୀକ୍ଷା ହେବ। ବିଜେପି ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ଵାଳଙ୍କ ସୂଚନା।

୨୯ ତାରିଖରେ ହେବ ଜାତୀୟ ଓବିସି ଆପତ୍ତି ଅଭିଯୋଗ ଶୁଣାଣି। କେଉଁ ଜାତିଗୁଡ଼ିକୁ ନୂଆ କରି ଜାତୀୟ ପଛୁଆ ବର୍ଗରେ ସାମିଲ କରିବା ଦରକାର ସେ ନେଇ ସମୀକ୍ଷା ହେବ। ବିଜେପି ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ଵାଳଙ୍କ ସୂଚନା।

Untitled-10

national obc commission Photograph: (sambad.in)

ଭୁବନେଶ୍ବର: ୨୯ ତାରିଖରେ ହେବ ଜାତୀୟ ଓବିସି ଆପତ୍ତି ଅଭିଯୋଗ ଶୁଣାଣି। କେଉଁ ଜାତିଗୁଡ଼ିକୁ ନୂଆ କରି ଜାତୀୟ ପଛୁଆ ବର୍ଗରେ ସାମିଲ କରିବା ଦରକାର ସେ ନେଇ ସମୀକ୍ଷା ହେବ। ଓଡ଼ିଶାରେ ଶୁଣାଣି କରିବାକୁ ଆସୁଛନ୍ତି ଜାତୀୟ ଓବିସି କମିସନ। ଏ ନେଇ ସୂଚନା ଦେବା ସହ ରାଜ୍ୟର ଓବିସି ବର୍ଗଙ୍କୁ ଅଂଶଗ୍ରହଣ କରିବାକୁ ଅପିଲ କରିଛନ୍ତି ବିଜେପି ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ଵାଳ। ଏନେଇ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଛି।

ଦୁଇଦିନିଆ ଗସ୍ତରେ ଓବିସି କମିସନ

ଓବିସି କମିସନ ରାଜ୍ୟକୁ ଦୁଇଦିନିଆ ଗସ୍ତରେ ଆସୁଛନ୍ତି। ୨୯ ଓ ୩୦ ତାରିଖରେ ତାଙ୍କର ମତାମତ ସଂଗ୍ରହର ରହିଛି ଯୋଜନା। ୨୯ ତାରିଖରେ ରାଜ୍ୟ ଅତିଥି ଭବନରେ ଜନ ଶୁଣାଣି କରିବେ ଜାତୀୟ ଓବିସି କମିସନ। ଓବିସି ବର୍ଗର ଲୋକେ ଆସି ତାଙ୍କ ସମସ୍ୟା ବାବଦରେ ସେହି ଦିନ କମିସନଙ୍କୁ ତାଙ୍କର ଅଭିଯୋଗ ଜଣାଇ ପାରିବେ। ଏଥିପାଇଁ ରାଜ୍ୟ ରାଜଧାନୀ ସହ ଅନ୍ୟ ଜିଲ୍ଲାରେ ବି କ୍ୟାମ୍ପ ଲଗାଇବେ କମିସନ।

ଆହୁରି ପଢ଼ନ୍ତୁ:Cows Rescued At Dhamnagar: ୧୬ ନମ୍ବର ଜାତୀୟ ରାଜପଥ ଵିଷ୍ଣୁପୁର ଛକ ନିକଟରୁ ୧୫୦ରୁ ଅଧିକ ଗାଈ ଉଦ୍ଧାର, ଦୁଇଟି ଗୋରୁ ଗାଡ଼ି ଜବତ

ଆହୁରି ପଢ଼ନ୍ତୁ:Cyclone Montha Gajapati: ସମ୍ଭାବ୍ୟ ବାତ୍ୟା ମୋନ୍ଥାର ମୁକାବିଲା ପାଇଁ ପ୍ରସ୍ତୁତ ଗଜପତି ଜିଲ୍ଲା ପ୍ରଶାସନ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe