ଆତ୍ମସମର୍ପଣ କରିଥିବା ମାଓ ନେତାଙ୍କ ପରିବାରର ୩ ଜଣଙ୍କୁ ହତ୍ୟା କଲେ ନକ୍ସଲ

Advertisment

ଆତ୍ମସମର୍ପଣ କରିଥିବା ମାଓ ନେତାଙ୍କ ପରିବାରର ୩ ଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ନକ୍ସଲ। ଛତିଶଗଡ଼ର ବିଜାପୁର ଜିଲ୍ଲାର ପେଦ୍ଦାକୋରାମ ଗ୍ରାମର ଜଣେ ଛାତ୍ର ସହ ୩ ଜଣକୁ ହତ୍ୟା କରି ଫେରାର ହୋଇଯାଇଛନ୍ତି ନକ୍ସଲ। ସେମାନେ ହେଲେ ଝିଣ୍ଡୁ ମୋଡିୟମ,ସୋମା ମୋଡିୟମ ଏବଂ ଅନିଲ ମାଣ୍ଡବି।

Updated On

ଆତ୍ମସମର୍ପଣ କରିଥିବା ମାଓ ନେତାଙ୍କ ପରିବାରର ୩ ଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ନକ୍ସଲ। ଛତିଶଗଡ଼ର ବିଜାପୁର ଜିଲ୍ଲାର ପେଦ୍ଦାକୋରାମ ଗ୍ରାମର ଜଣେ ଛାତ୍ର ସହ ୩ ଜଣକୁ ହତ୍ୟା କରି ଫେରାର ହୋଇଯାଇଛନ୍ତି ନକ୍ସଲ। ସେମାନେ ହେଲେ ଝିଣ୍ଡୁ ମୋଡିୟମ,ସୋମା ମୋଡିୟମ ଏବଂ ଅନିଲ ମାଣ୍ଡବି।

ଅଦ୍ୟତନ ହୋଇଛି
naxal

ମାଲକାନଗିରି: ମାଲକାନଗିରି ସୀମାନ୍ତରେ ପୁଣି ନକ୍ସଲ ହିଂସା ଦେଖିବାକୁ ମିଳିଛି। ଗତକାଲି ଅପରାହ୍ନରେ ଆତ୍ମସମର୍ପଣ କରିଥିବା ମାଓ ନେତାଙ୍କ ପରିବାରର ୩ ଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ନକ୍ସଲ। ଛତିଶଗଡ଼ର ବିଜାପୁର ଜିଲ୍ଲାର ପେଦ୍ଦାକୋରାମ ଗ୍ରାମର ଜଣେ ଛାତ୍ର ସହ ୩ ଜଣକୁ ହତ୍ୟା କରି ଫେରାର ହୋଇଯାଇଛନ୍ତି ନକ୍ସଲ। ସେମାନେ ହେଲେ ଝିଣ୍ଡୁ ମୋଡିୟମ,ସୋମା ମୋଡିୟମ ଏବଂ ଅନିଲ ମାଣ୍ଡବି।

ସଶସ୍ତ୍ର ନକ୍ସଲ ପେଦ୍ଦାକୋରାମ ଗ୍ରାମରେ ପହଞ୍ଚିଥିଲେ। ଆତ୍ମସମର୍ପଣ କରିଥିବା ଦିନେଶ ମୋଡିୟମଙ୍କ ଘରକୁ ଯାଇଥିଲେ। ଦିନେଶକୁ ଖୋଜିଥିଲେ। ତେବେ ଦିନେଶ ଘରେ ନଥିବା ପରିବାର ଲୋକେ କହିଥିଲେ। ନକ୍ସଲ ଏଥିରେ ରାଗିଯାଇ ପରିବାର ଲୋକଙ୍କୁ ପ୍ରଥମେ ମାରଧର କରିଥିଲେ। ଦିନେଶ ପୁଲିସ ଇନଫର୍ମର କହିବା ସହ ସେ ନକ୍ସଲ ସଂଗଠନକୁ ଭାଙ୍ଗିବାକୁ ଚେଷ୍ଟା କରିଛି। ତାକୁ ମୃତ୍ୟୁଦଣ୍ଡ ଦିଆଯିବ ବୋଲି କହିଥିଲେ। ପରେ ପରିବାରର ଲୋକଙ୍କୁ ନିସ୍ତୁକ ମାଡ଼ ମାରି ହତ୍ୟା କରିଥିଲେ। ଏତିକିରେ ନକ୍ସଲଙ୍କର ରାଗ ଶାନ୍ତ ହୋଇନଥିଲା। ଗ୍ରାମର ୭ ଜଣକୁ ମଧ୍ୟ ନିସ୍ତୁକ ମାଡ଼ ମାରିବା ପରେ ଚେତାବନୀ ଦେଇ ଛାଡ଼ିଥିଲେ। ଗ୍ରାମର ୧୨ରୁ ଊର୍ଦ୍ଧ୍ବ ଗ୍ରାମବାସୀଙ୍କୁ ଅପହରଣ କରି ନେଇଥିବା ମଧ୍ୟ ସୂଚନା ମିଳିଛି। ଏମାନଙ୍କୁ ଜଂଗଲରେ ପ୍ରଜାକୋର୍ଟରେ ହାଜର କରାଯିବ ବୋଲି କୁହାଯାଇଛି। ଖବର ପାଇ ପୁଲିସ ଏବଂ ଯବାନ ଗାଁକୁ ଘେରିବା ସହ ଅପରେସନକୁ ଜୋରଦାର କରାଯାଉଛି।

ସୂଚନା ଅନୁଯାୟୀ ଗତକାଲି ଅପରାହ୍ନରେ ସଶସ୍ତ୍ର ନକ୍ସଲ ପେଦ୍ଦାକୋରାମ ଗ୍ରାମରେ ପହଞ୍ଚିଥିଲେ। ଆତ୍ମସମର୍ପଣ କରିଥିବା ଦିନେଶ ମୋଡିୟମଙ୍କ ଘରକୁ ଯାଇଥିଲେ। ଦିନେଶକୁ ଖୋଜିଥିଲେ। ତେବେ ଦିନେଶ ଘରେ ନଥିବା ପରିବାର ଲୋକେ କହିଥିଲେ। ନକ୍ସଲ ଏଥିରେ ରାଗିଯାଇ ପରିବାର ଲୋକଙ୍କୁ ପ୍ରଥମେ ମାରଧର କରିଥିଲେ। ଦିନେଶ ପୁଲିସ ଇନଫର୍ମର କହିବା ସହ ସେ ନକ୍ସଲ ସଂଗଠନକୁ ଭାଙ୍ଗିବାକୁ ଚେଷ୍ଟା କରିଛି। ତାକୁ ମୃତ୍ୟୁଦଣ୍ଡ ଦିଆଯିବ ବୋଲି କହିଥିଲେ। ପରେ ପରିବାରର ଲୋକଙ୍କୁ ନିସ୍ତୁକ ମାଡ଼ ମାରି ହତ୍ୟା କରିଥିଲେ। ଏତିକିରେ ନକ୍ସଲଙ୍କର ରାଗ ଶାନ୍ତ ହୋଇନଥିଲା। ଗ୍ରାମର ୭ ଜଣକୁ ମଧ୍ୟ ନିସ୍ତୁକ ମାଡ଼ ମାରିବା ପରେ ଚେତାବନୀ ଦେଇ ଛାଡ଼ିଥିଲେ। ଗ୍ରାମର ୧୨ରୁ ଊର୍ଦ୍ଧ୍ବ ଗ୍ରାମବାସୀଙ୍କୁ ଅପହରଣ କରି ନେଇଥିବା ମଧ୍ୟ ସୂଚନା ମିଳିଛି। ଏମାନଙ୍କୁ ଜଂଗଲରେ ପ୍ରଜାକୋର୍ଟରେ ହାଜର କରାଯିବ ବୋଲି କୁହାଯାଇଛି। ଖବର ପାଇ ପୁଲିସ ଏବଂ ଯବାନ ଗାଁକୁ ଘେରିବା ସହ ଅପରେସନକୁ ଜୋରଦାର କରାଯାଉଛି।

naxal

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe