ପଡ଼ୋଶୀର ଟାଙ୍ଗିଆ ଚୋଟରେ ଚାଲିଗଲା ଯୁବକଙ୍କ ଜୀବନ, ଥାନାରେ ଆତ୍ମସମର୍ପଣ କଲେ ଅଭିଯୁକ୍ତ

ରାୟଗଡ଼ା ଜିଲ୍ଲା ପଦ୍ମପୁର ଥାନା ଅନ୍ତର୍ଗତ ଡମ୍ବସରା ପଞ୍ଚାୟତ ସଉରା ବିକ୍ରମପୁର ଗ୍ରାମରେ ଜଣେ ବ୍ୟକ୍ତିଙ୍କୁ ନିର୍ମମ ହତ୍ୟା କରାଯାଇଛି। ମୃତକ ହେଲେ ଚୈତନ୍ୟ ଶବର। ମୃତ ବ୍ୟକ୍ତି ଜଣକ ନିଜ ଘରେ ଖାଉଥିବା ସମୟରେ ପଡ଼ୋଶୀ ଯୁବକ ଟାଙ୍ଗିଆରେ ଆକ୍ରମଣ କରିଥିଲେ।

ବୃଦ୍ଧ ବାପାର ଟାଙ୍ଗିଆ ଚୋଟରେ ପୁଅର ମୃତ୍ୟୁ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ପଦ୍ମପୁର ଥାନା ଅନ୍ତର୍ଗତ ଡମ୍ବସରା ପଞ୍ଚାୟତ ସଉରା ବିକ୍ରମପୁର ଗ୍ରାମରେ ଜଣେ ବ୍ୟକ୍ତିଙ୍କୁ ନିର୍ମମ ହତ୍ୟା କରାଯାଇଛି। ମୃତକ ହେଲେ ଚୈତନ୍ୟ ଶବର। ମୃତ ବ୍ୟକ୍ତି ଜଣକ ନିଜ ଘରେ ଖାଉଥିବା ସମୟରେ ପଡ଼ୋଶୀ ଯୁବକ ଟାଙ୍ଗିଆରେ ଆକ୍ରମଣ କରିଥିଲେ। ପୂର୍ବ ଶତ୍ରୁତାକୁ ନେଇ ହତ୍ୟାକାଣ୍ଡ ହୋଇଥିବା ମୃତକଙ୍କ ପତ୍ନୀ ମେଲୁଣି ଶବର କହିଛନ୍ତି। ପଡ଼ୋଶୀ ଯୁବକ ପଣ୍ଡା ଶବର ଓ ତାଙ୍କ ପୁଅ ମିଶିକି ଘର ଭିତରକୁ ଆସି ହତ୍ୟାକରିଥିଲେ ବୋଲି ମୃତକଙ୍କ ପତ୍ନୀ କହିଛନ୍ତି। 

  ପଦ୍ମପୁର ଥାନା ଅନ୍ତର୍ଗତ ଡମ୍ବସରା ପଞ୍ଚାୟତ ସଉରା ବିକ୍ରମପୁର ଗ୍ରାମରେ ଜଣେ ବ୍ୟକ୍ତିଙ୍କୁ ନିର୍ମମ ହତ୍ୟା କରାଯାଇଛି। ମୃତକ ହେଲେ ଚୈତନ୍ୟ ଶବର। ମୃତ ବ୍ୟକ୍ତି ଜଣକ ନିଜ ଘରେ ଖାଉଥିବା ସମୟରେ ପଡ଼ୋଶୀ ଯୁବକ ଟାଙ୍ଗିଆରେ ଆକ୍ରମଣ କରିଥିଲେ। ପୂର୍ବ ଶତ୍ରୁତାକୁ ନେଇ ହତ୍ୟାକାଣ୍ଡ ହୋଇଥିବା ମୃତକଙ୍କ ପତ୍ନୀ ମେଲୁଣି ଶବର କହିଛନ୍ତି। ପଡ଼ୋଶୀ ଯୁବକ ପଣ୍ଡା ଶବର ଓ ତାଙ୍କ ପୁଅ ମିଶିକି ଘର ଭିତରକୁ ଆସି ହତ୍ୟାକରିଥିଲେ ବୋଲି ମୃତକଙ୍କ ପତ୍ନୀ କହିଛନ୍ତି। 

ହତ୍ୟାକାରୀ ପଣ୍ଡା ଶବର ପଦ୍ମପୁର ଥାନାରେ ଆତ୍ମସମର୍ପଣ କରିଛନ୍ତି। ଚୈତନ୍ୟକୁ ହତ୍ୟା କରାଯାଇଥିବା ନେଇ ପଦ୍ମପୁର ଥାନାରେ ମୃତକଙ୍କ ଝିଅ ଅଭିଯୋଗ କରିଛନ୍ତି। ଘଟଣା ସ୍ଥଳରେ ପୁଲିସ୍ ପହଞ୍ଚି ଶବକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ସାଇଣ୍ଟିଫିକ୍ ଟିମ୍ ର ସହାୟତାରେ ତଦନ୍ତ କରୁଛି ପୁଲିସ୍। ଏନେଇ ସୂଚନା ଦେଇଛନ୍ତି ପଦ୍ମପୁର ଥାନା ଅଧିକାରୀ ଧରଣୀଧର ପ୍ରଧାନ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe