ଓଡ଼ିଶା ସୀମାବର୍ତ୍ତୀ ଗାଁରେ ଜମି ବନ୍ଦୋବସ୍ତ କରିବେ ସରକାର, ପ୍ରକାଶ ପାଇଲା ବିଜ୍ଞପ୍ତି

Advertisment

ଓଡ଼ିଶା ସୀମାବର୍ତ୍ତୀ ଗାଁରେ ଜମି ବନ୍ଦୋବସ୍ତ କରିବେ ସରକାର। କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ତହସିଲର ୪ଟି ଓ ସିମିଲିଗୁଡ଼ା ତହସିଲର ଗୋଟିଏ ଗାଁରେ ହେବ ଜମି ମାପଚୁପ। ଜମି ମାପଚୁପ ସହ ପଟ୍ଟା ସଂଶୋଧନ ହେବ। 

ଓଡ଼ିଶା ସୀମାବର୍ତ୍ତୀ ଗାଁରେ ଜମି ବନ୍ଦୋବସ୍ତ କରିବେ ସରକାର। କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ତହସିଲର ୪ଟି ଓ ସିମିଲିଗୁଡ଼ା ତହସିଲର ଗୋଟିଏ ଗାଁରେ ହେବ ଜମି ମାପଚୁପ। ଜମି ମାପଚୁପ ସହ ପଟ୍ଟା ସଂଶୋଧନ ହେବ। 

mandia in Koraput

mandia in Koraput Photograph: (sambad.in)

କୋରାପୁଟ: ଓଡ଼ିଶା ସୀମାବର୍ତ୍ତୀ ଗାଁରେ ଜମି ବନ୍ଦୋବସ୍ତ କରିବେ ସରକାର। କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ତହସିଲର ୪ଟି ଓ ସିମିଲିଗୁଡ଼ା ତହସିଲର ଗୋଟିଏ ଗାଁରେ ହେବ ଜମି ମାପଚୁପ। ବରାବନ୍ଧ, ମତଲମ୍ବା, ମାଳିପୁଟ, ମାଲକାରବନ୍ଦା ପଟ୍ଟାଙ୍ଗି ତହସିଲର ଓ ସିମିଳିଗୁଡା ତହସିଲର ଉପର କାଣ୍ଟି ଗାଁରେ ଜମି ବନ୍ଦୋବସ୍ତ କରାଯିବ। ଜମି ମାପଚୁପ ସହ ପଟ୍ଟା ସଂଶୋଧନ ହେବ। 

ପଟ୍ଟାଙ୍ଗି ବ୍ଲକର କୋଟିଆକୁ ନେଇ ଲାଗିରହିଛି ବିବାଦ। ସୀମାବର୍ତ୍ତୀ ଗାଁରେ ରାଜ୍ୟସରକାର ଘରୋଇ ଓ ସରକାରୀ ଜମିର ସୀମା ନିର୍ଦ୍ଧାରଣ କରିବାକୁ ରାଜସ୍ବ ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛି। ସ୍ୱତନ୍ତ୍ର ସର୍ଭେ ଓ ସେଟେଲମେଣ୍ଟ ଆଇନ ୨୦୧୨ ଅନୁସାରେ କୋରାପୁଟ ଜିଲ୍ଲାର ୫ଟି ଗାଁରେ ଜମିର ସ୍ଥିତି ଓ ଅବସ୍ଥିତି ଜାଣିବେ ସରକାର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe