ରୂପସା: ବାଲେଶ୍ବର ଜିଲ୍ଲା ରୂପସା ଥାନା ଅନ୍ତର୍ଗତ ମିରିଗିମୁଣ୍ଡି ଛକ ନିକଟ ୬୦ ନମ୍ବର ଜାତୀୟ ରାଜପଥ ଧାରିପୋଲ ନିକଟରୁ ଏକ ନବଜାତ ଶିଶୁକନ୍ୟା ଉଦ୍ଧାର ହୋଇଛି। ଏକ ବ୍ୟାଗ ଭିତରୁ ମିଳିଛି ନବଜାତ ଶିଶୁ। ତେବେ କିଏ ଶିଶୁଟିକୁ ଛାଡ଼ି ଚାଲିଯାଇଛି, ତାହା ଜଣାପଡ଼ିନାହିଁ। ରୂପସା ଥାନା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
ରୂପସାରେ ଚାଞ୍ଚଲ୍ୟ: ଧାରିପୋଲ ନିକଟରୁ ନବଜାତ ଶିଶୁକନ୍ୟା ଉଦ୍ଧାର
Advertisment
Follow Us