ରାଜଧାନୀର ରାସ୍ତାକଡ଼ରୁ ମିଳିଲା ନବଜାତ ଶିଶୁକନ୍ୟା

Advertisment

ରାଜଧାନୀରେ ପୁଣି ଅଲୋଡ଼ା ଶିଶୁକନ୍ୟା। ରାଜଧାନୀରେ ରାସ୍ତାକଡ଼ରୁ ମିଳିଲା ନବଜାତ ଶିଶୁକନ୍ୟା। ଆଚାର୍ଯ୍ୟ ବିହାର ମହାରାଜା ସିନେମା ହଲ ନିକଟ ରାସ୍ତାକଡ଼ରୁ ନବଜାତ ଶିଶୁକନ୍ୟା ଉଦ୍ଧାର ହୋଇଛି।

ରାଜଧାନୀରେ ପୁଣି ଅଲୋଡ଼ା ଶିଶୁକନ୍ୟା। ରାଜଧାନୀରେ ରାସ୍ତାକଡ଼ରୁ ମିଳିଲା ନବଜାତ ଶିଶୁକନ୍ୟା। ଆଚାର୍ଯ୍ୟ ବିହାର ମହାରାଜା ସିନେମା ହଲ ନିକଟ ରାସ୍ତାକଡ଼ରୁ ନବଜାତ ଶିଶୁକନ୍ୟା ଉଦ୍ଧାର ହୋଇଛି।

ମା’ଶୁଦ୍ଧିକ୍ରିୟା ପାଇଁ ଛୁଆକୁ ବିକିଦେଲା ବାପା

ଭୁବନେଶ୍ବର: ରାଜଧାନୀରେ ପୁଣି ଅଲୋଡ଼ା ଶିଶୁକନ୍ୟା। ରାଜଧାନୀରେ ରାସ୍ତାକଡ଼ରୁ ମିଳିଲା ନବଜାତ ଶିଶୁକନ୍ୟା। ଆଚାର୍ଯ୍ୟ ବିହାର ମହାରାଜା ସିନେମା ହଲ ନିକଟ ରାସ୍ତାକଡ଼ରୁ ନବଜାତ ଶିଶୁକନ୍ୟା ଉଦ୍ଧାର ହୋଇଛି। ବିଳମ୍ବିତ ରାତି କିମ୍ବା ବଡ଼ି ଭୋରୁ କେହି ଶିଶୁକନ୍ୟାକୁ ଛାଡ଼ି ଚାଲି ଯାଇଥିବା ସନ୍ଦେହ କରାଯାଉଛି। 

ଆଜି ସକାଳେ ସ୍ଥାନୀୟ ଲୋକ ଶିଶୁକନ୍ୟାକୁ ଉଦ୍ଧାର କରିଛନ୍ତି। ଏନେଇ ପୁଲିସକୁ ଖବର ଦେବା ପରେ ସହିଦନଗର ଥାନା ପୁଲିସ ପହଞ୍ଚି ଶିଶୁକନ୍ୟାକୁ କ୍ୟାପିଟାଲ ହସ୍ପିଟାଲକୁ ନେଇଛନ୍ତି। ଶିଶୁ କନ୍ୟାଟିର ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ଜଣାପଡ଼ିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe