ବଦଳିଲା ଓଡ଼ିଶାର ପାଣିପାଗ: ଆହୁରି ଦୁଇ ଦିନ ପ୍ରବଳ ବର୍ଷିବ

ଓଡ଼ିଶାର ପାଣିପାଗ ବଦଳିଗଲା। କିଛି ଦିନର ଭୀଷଣ ଖରା ପରେ ଏବେ ପ୍ରବଳ ବର୍ଷା ହେବ। ଆହୁରି ଦୁଇ ଦିନ ଜୋର ବର୍ଷା ହେବ। ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶକ ମନୋରମା ମହାନ୍ତି ସୂଚନା ଦେଇଛନ୍ତି।

ଅଦ୍ୟତନ ହୋଇଛି
vgh

ଭୁବନେଶ୍ବର: ଓଡ଼ିଶାର ପାଣିପାଗ ବଦଳିଗଲା। କିଛି ଦିନର ଭୀଷଣ ଖରା ପରେ ଏବେ ପ୍ରବଳ ବର୍ଷା ହେବ। ଆହୁରି ଦୁଇ ଦିନ ଜୋର ବର୍ଷା ହେବ। ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶକ ମନୋରମା ମହାନ୍ତି ସୂଚନା ଦେଇଛନ୍ତି।

ପଶ୍ଚିମାଝଡ଼ ଏବଂ ଏହା ସହିତ ଜଡ଼ିତ ନିମ୍ନଚାପ ରେଖା ପ୍ରଭାବରେ ଓ ବଙ୍ଗୋପସାଗରରୁ ଆସୁଥିବା ଆର୍ଦ୍ର ବାୟୁ-ପଶ୍ଚିମା ଦିଗରୁ ଆସୁଥିବା ଶୁଷ୍କ ବାୟୁର ସମ୍ମିଶ୍ରଣ ପ୍ରଭାବରେ ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ କୁଆପଥର ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି। ୨୪ ଘଣ୍ଟା ପାଇଁ ଜଗତସିଂହପୁର, କଟକ,ଢେଙ୍କାନାଳ, ଅନୁଗୁଳ, ଦେବଗଡ଼ ଓ ସୁନ୍ଦରଗଡ଼କୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଏସବୁ ଅଞ୍ଚଳରେ କୁଆପଥର ସହ ବିଜୁଳି ଘଡ଼ଘଡ଼ି ବର୍ଷା ହେବ। ଏହା ସହ ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ମୟୁରଭଞ୍ଜ ଓ କେଉଁଝରକୁ ୟେ୍ଲୋ ଆଲର୍ଟ ଜାରି କରାଯାଇଛି। ଏଠାରେ, ୭ରୁ ୧୧ ସେମି ପ୍ରଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି। ବର୍ଷାକୁ ଆଖି ଆଗରେ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି।

ସେ କହିଛନ୍ତି, ପଶ୍ଚିମାଝଡ଼ ଏବଂ ଏହା ସହିତ ଜଡ଼ିତ ନିମ୍ନଚାପ ରେଖା ପ୍ରଭାବରେ ଓ ବଙ୍ଗୋପସାଗରରୁ ଆସୁଥିବା ଆର୍ଦ୍ର ବାୟୁ-ପଶ୍ଚିମା ଦିଗରୁ ଆସୁଥିବା ଶୁଷ୍କ ବାୟୁର ସମ୍ମିଶ୍ରଣ ପ୍ରଭାବରେ ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ କୁଆପଥର ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି। ୨୪ ଘଣ୍ଟା ପାଇଁ ଜଗତସିଂହପୁର, କଟକ,ଢେଙ୍କାନାଳ, ଅନୁଗୁଳ, ଦେବଗଡ଼ ଓ ସୁନ୍ଦରଗଡ଼କୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଏସବୁ ଅଞ୍ଚଳରେ କୁଆପଥର ସହ ବିଜୁଳି ଘଡ଼ଘଡ଼ି ବର୍ଷା ହେବ। ଏହା ସହ ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ମୟୁରଭଞ୍ଜ ଓ କେଉଁଝରକୁ ୟେ୍ଲୋ ଆଲର୍ଟ ଜାରି କରାଯାଇଛି। ଏଠାରେ, ୭ରୁ ୧୧ ସେମି ପ୍ରଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି। ବର୍ଷାକୁ ଆଖି ଆଗରେ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe