ମାଓ କାର୍ଯ୍ୟକଳାପ: ମାଲକାନଗିରିରେ ଏନଆଇଏ ପକ୍ଷରୁ  ଚଢ଼ାଉ

Advertisment

ମାଲକାନଗିରିରେ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ପକ୍ଷରୁ  ଚଢ଼ାଉ ଚାଲିଛି । ମାଲକାନଗିରି ଜିଲ୍ଲା ମୋଟୁ ଥାନା ଅନ୍ତର୍ଗତ ଅନନ୍ତପାଲି ଗାଁରେ ଜାତୀୟ ତଦନ୍ତକାରୀ ସଂସ୍ଥାର ଚଢ଼ାଉ ଜାରି ରହିଛି। ହାଇଦ୍ରାବାଦର ଏନଆଇଏ ଟିମ୍ ଭୋର ୩ଟାରୁ ଚଢ଼ାଉ କରିଛି। ଏଥିରେ ବିଏସ୍ଏଫ୍ ଓ ଡିଭିଏଫ୍ ସହାୟତା କରୁଥିବା ଜଣାଯାଇଛି।

ୁୂର

ମାଲକାନଗିରି: ମାଲକାନଗିରିରେ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ପକ୍ଷରୁ  ଚଢ଼ାଉ ଚାଲିଛି । ମାଲକାନଗିରି ଜିଲ୍ଲା ମୋଟୁ ଥାନା ଅନ୍ତର୍ଗତ ଅନନ୍ତପାଲି ଗାଁରେ ଜାତୀୟ ତଦନ୍ତକାରୀ ସଂସ୍ଥାର ଚଢ଼ାଉ ଜାରି ରହିଛି। ହାଇଦ୍ରାବାଦର ଏନଆଇଏ ଟିମ୍ ଭୋର ୩ଟାରୁ ଚଢ଼ାଉ କରିଛି। ଏଥିରେ ବିଏସ୍ଏଫ୍ ଓ ଡିଭିଏଫ୍ ସହାୟତା କରୁଥିବା ଜଣାଯାଇଛି।

ମାଓ କାର୍ଯ୍ୟକଳାପ ସହ ସଂପୃକ୍ତି ନେଇ ଏହି ଚଢ଼ାଉ କରାଯାଉଥିବାର ସୂଚନା ମିଳିଛି। ସେହିପରି ଛତିଶଗଡ଼ର ୨ଟି ସ୍ଥାନରେ ବି ଏନ୍‌ଆଇଏ ତନାଘନା ଚଳାଇଛି ।

ସୂଚନାଯୋଗ୍ୟ, ଗତ କିଛିଦିନ ହେବ ପୁଣି ମାଲକାନଗିରି-ଛତିଶଗଡ଼ ସୀମାନ୍ତରେ ସକ୍ରିୟ ହୋଇ ଉଠିଛନ୍ତି ମାଓବାଦୀ । ମାଓ ଦମନ ନେଇ ସୁରକ୍ଷାକର୍ମୀଙ୍କ ତରଫରୁ କରାଯାଉଛି ଜୋରଦାର ଅପରେସନ୍।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe