Ama Bus: ଆଜି ଅପରାହ୍ନ ୩ଟାରୁ ଚାଲିବନି 'ଆମ ବସ୍'

ଦୀପାବଳିର ସତର୍କତାକୁ ଆଖି ଆଗରେ ରଖି ଆଜି ୩ଟାରୁ ଚାଲିବନି ଆମ ବସ୍। ଏନେଇ କ୍ରୁଟ୍ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଅପରାହ୍ନ ୩ଟାରୁ ରାଜଧାନୀ ଓ କଟକରେ 'ଆମ ବସ୍' ସେବା ବନ୍ଦ ରହିବ।

ama bus

ama bus Photograph: (Sambad.in)

ଭୁବନେଶ୍ବର: ଦୀପାବଳିର ସତର୍କତାକୁ ଆଖି ଆଗରେ ରଖି ଆଜି ୩ଟାରୁ ଚାଲିବନି ଆମ ବସ୍। ଏନେଇ କ୍ରୁଟ୍ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ଅପରାହ୍ନ ୩ଟାରୁ ରାଜଧାନୀ ଓ କଟକରେ 'ଆମ ବସ୍' ସେବା ବନ୍ଦ ରହିବ।

ରାଜଧାନୀ ଓ କଟକରେ 'ଆମ ବସ୍' ସେବା ବନ୍ଦ

 ଦୀପାବଳିକୁ ଦୃଷ୍ଟିରେ ରଖି 'ଆମ ବସ୍' ୩ଟା ଯାଏଁ ଗଡ଼ିବାକୁ ନିଷ୍ପତ୍ତି ହୋଇଛି।

ଦୀପାବଳିକୁ ଦୃଷ୍ଟିରେ ରଖି ନିଷ୍ପତ୍ତି

ଆହୁରି ପଢ଼ନ୍ତୁ:କନ୍‌ଭେୟର୍‌ ବେଲ୍ଟରେ କଟିଯାଇଥିଲା: ଯୋଡ଼ାଗଲା କଟା ହାତ 

Ama Bus

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe