ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ତାଳଚେର ଖଣି ଉପନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ଚଢଉ

Advertisment

ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ତାଳଚେର ଖଣି ଉପନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ଚଢଉ ଚାଲିଥିବାର ସୂଚନା ରହିଛି।  ଖଣି ଉପନିର୍ଦ୍ଦେଶକ ଧରଣୀଧର ନାୟକଙ୍କ ଘର ବ୍ୟତୀତ ୮ଟି ସ୍ଥାନରେ ଏକକାଳୀନ ଚଢଉ ଜାରି ରହିଛି।

ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ତାଳଚେର ଖଣି ଉପନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ଚଢଉ ଚାଲିଥିବାର ସୂଚନା ରହିଛି।  ଖଣି ଉପନିର୍ଦ୍ଦେଶକ ଧରଣୀଧର ନାୟକଙ୍କ ଘର ବ୍ୟତୀତ ୮ଟି ସ୍ଥାନରେ ଏକକାଳୀନ ଚଢଉ ଜାରି ରହିଛି।

dy

କେନ୍ଦୁଝର/ତେଲକୋଇ: ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ତାଳଚେର ଖଣି ଉପନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ଚଢଉ ଚାଲିଥିବାର ସୂଚନା ରହିଛି।  ଖଣି ଉପନିର୍ଦ୍ଦେଶକ ଧରଣୀଧର ନାୟକଙ୍କ ଘର ବ୍ୟତୀତ ୮ଟି ସ୍ଥାନରେ ଏକକାଳୀନ ଚଢଉ ଜାରି ରହିଛି। ସୂଚନା ଅନୁଯାୟୀ, ଭୁବନେଶ୍ବର, କେନ୍ଦୁଝର, ତେଲକୋଇ ଓ ତାଳଚେରର ୪ଟି ସ୍ଥାନରେ ଚଢଉ କରୁଛି ଭିଜିଲାନ୍ସ ଟିମ୍। ତାଙ୍କର କେନ୍ଦୁଝରରେ ୧୫ଟି ଦୋକାନ ଘର ଥିବା ଏକ ମାର୍କେଟ କଂପ୍ଲେକ୍ସ ଥିବାର ପ୍ରାରମ୍ଭିକ ସୂଚନା ମିଳିଛି। ଏଣେ ଭୁବନେଶ୍ବରରେ ଖଣି ଉପନିର୍ଦ୍ଦେଶକ ଧରଣୀଧର ନାୟକଙ୍କର ଗୋଟିଏ ଫ୍ଲାଟ୍ ଥିବା ଜଣାଯାଇଛି। ତେଲକୋଇରେ ଗୋଟିଏ ଦୁଇ ମହଲା ଘର ନିର୍ମାଣାଧୀନ ରହିଥିବା ବେଳେ ଓ ଗୋଟିଏ ମହଲା ଘର ରହିଛି। ଏହାଛଡ଼ା ଘଟଗାଁରେ ଜଣେ ସଂପର୍କୀୟଙ୍କ ଘରେ ବି ଚଢଉ ଚାଲିଛି।

ଏହି ଚଢଉରେ ୧୦ଜଣ ଡିଏସପି,  ୧୬ଜଣ ଇନସ୍ପେକ୍ଟର ଓ ୭ଜଣ ଏସଆଇ/ ଏଏସଆଇରେ ସାମିଲ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe