ପ୍ରାତଃଭ୍ରମଣରେ ବାହାରିଥିବା ବେଳେ ମାଡ଼ିଗଲା ଟ୍ରକ୍, ଚାଲିଗଲା ବୃଦ୍ଧଙ୍କ ଜୀବନ

Advertisment

କେନ୍ଦୁଝର ଜିଲ୍ଲା ଚମ୍ପୁଆରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ଚମ୍ପୁଆ ଆଇଟିଡିଏର ଚତୁର୍ଥ ଶ୍ରେଣୀ କର୍ମଚାରୀ ବିରଞ୍ଚି ମହାନ୍ତ (୫୯)।

କେନ୍ଦୁଝର ଜିଲ୍ଲା ଚମ୍ପୁଆରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ଚମ୍ପୁଆ ଆଇଟିଡିଏର ଚତୁର୍ଥ ଶ୍ରେଣୀ କର୍ମଚାରୀ ବିରଞ୍ଚି ମହାନ୍ତ (୫୯)।

vgu

ଚମ୍ପୁଆ: କେନ୍ଦୁଝର ଜିଲ୍ଲା ଚମ୍ପୁଆରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ଚମ୍ପୁଆ ଆଇଟିଡିଏର ଚତୁର୍ଥ ଶ୍ରେଣୀ କର୍ମଚାରୀ ବିରଞ୍ଚି ମହାନ୍ତ (୫୯)।

ଆଜି ସକା‌ଳେ ବିରଞ୍ଚି ମହାନ୍ତ ପ୍ରାତଃଭ୍ରମଣ ଲାଗି ଘରୁ ବାହାରିଥିଲେ। ଘର ନିକଟରୁ ଅଳ୍ପ ବାଟ ଯିବା ପରେ ବସଷ୍ଟାଣ୍ଡ ନିକଟରେ ଏକ ଟ୍ରକ୍ ଦ୍ରୁତଗତିରେ ଆସି ତାଙ୍କ ଉପରେ ଚଢ଼ିଯାଇଥିଲା। ଏହାଫଳରେ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ତେବେ ଘଟଣାସ୍ଥଳରୁ ଟ୍ରକ୍ ନେଇ ଡ୍ର‌ାଇଭର୍ ଫେରାର ହୋଇଛି।

ସୂଚନା ଅନୁଯାୟୀ ଆଜି ସକା‌ଳେ ବିରଞ୍ଚି ମହାନ୍ତ ପ୍ରାତଃଭ୍ରମଣ ଲାଗି ଘରୁ ବାହାରିଥିଲେ। ଘର ନିକଟରୁ ଅଳ୍ପ ବାଟ ଯିବା ପରେ ବସଷ୍ଟାଣ୍ଡ ନିକଟରେ ଏକ ଟ୍ରକ୍ ଦ୍ରୁତଗତିରେ ଆସି ତାଙ୍କ ଉପରେ ଚଢ଼ିଯାଇଥିଲା। ଏହାଫଳରେ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ତେବେ ଘଟଣାସ୍ଥଳରୁ ଟ୍ରକ୍ ନେଇ ଡ୍ର‌ାଇଭର୍ ଫେରାର ହୋଇଛି।

accident

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe