ଆମ୍ବେଦକରଙ୍କ ଜୟନ୍ତୀ ଉତ୍ସବରେ ଚାଲିଗଲା ବୃଦ୍ଧ କଳାକାର‌‌ଙ୍କ ଜୀବନ

Advertisment

କଳାକାରଜଣକ କଲେଜ ଅଡିଟୋରିୟମ ଭିତରେ ଗରମରେ ଅସୁସ୍ଥ ହୋଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ କୁଚିଣ୍ଡା ଉପଖଣ୍ଡ ଡାକ୍ତରଖାନାକୁ ଅଣାଯାଇଥିଲା। ଡାକ୍ତର ସ୍ବାସ୍ଥ୍ୟ ପରୀକ୍ଷା କରି ତାଙ୍କୁ ମୃତ ଘୋଷଣା କରିଛନ୍ତି।

କଳାକାରଜଣକ କଲେଜ ଅଡିଟୋରିୟମ ଭିତରେ ଗରମରେ ଅସୁସ୍ଥ ହୋଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ କୁଚିଣ୍ଡା ଉପଖଣ୍ଡ ଡାକ୍ତରଖାନାକୁ ଅଣାଯାଇଥିଲା। ଡାକ୍ତର ସ୍ବାସ୍ଥ୍ୟ ପରୀକ୍ଷା କରି ତାଙ୍କୁ ମୃତ ଘୋଷଣା କରିଛନ୍ତି।

Dead

କୁଚିଣ୍ଡା: ଆଜି ସମ୍ୱଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ସଦରମହକୁମା ଠାରେ କୁଚିଣ୍ଡା ଉପଖଣ୍ଡ ଜାତି ଜନଜାତି ବିକାଶ ପରିଷଦ ପକ୍ଷରୁ ୧୩୪ ତମ  ଆମ୍ବେଦକରଙ୍କ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ଏକ ରେଲି ସାଂସ୍କୃତିକ ଦଳର ସହ କୁଚିଣ୍ଡା ସହର ପରିକ୍ରମା କରିଥିଲା। ଉପଖଣ୍ଡସ୍ତରୀୟ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିବା ପାଇଁ ବାମରା ବ୍ଲକ ଉଚକାପାଟ ଗ୍ରାମପଞ୍ଚାୟତର ଦ୍ବାରିକା କୃଷ୍ଣ ଗୁରୁ ଦଳ‌ ବୁରବୁଡା ଗ୍ରାମର ଜଣେ କଳାକାର (୭୦) ଆସିଥିଲେ। ତାଙ୍କର ନାମ ଜଣାପଡ଼ିନାହିଁ।

ଉପଖଣ୍ଡସ୍ତରୀୟ ୧୩୪ ତମ  ଆମ୍ବେଦକରଙ୍କ ଜୟନ୍ତୀ କାର୍ଯ୍ୟକ୍ରମରେ ଯୋଗଦାନ କରିବା ପାଇଁ ବାମରା ବ୍ଲକ ଉଚକାପାଟ ଗ୍ରାମପଞ୍ଚାୟତର ଦ୍ବାରିକା କୃଷ୍ଣ ଗୁରୁ ଦଳ‌ ବୁରବୁଡା ଗ୍ରାମର ଜଣେ କଳାକାର (୭୦) ଆସିଥିଲେ। ତାଙ୍କର ନାମ ଜଣାପଡ଼ିନାହିଁ। କଳାକାରଜଣକ କଲେଜ ଅଡିଟୋରିୟମ ଭିତରେ ଗରମରେ ଅସୁସ୍ଥ ହୋଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ କୁଚିଣ୍ଡା ଉପଖଣ୍ଡ ଡାକ୍ତରଖାନାକୁ ଅଣାଯାଇଥିଲା। ଡାକ୍ତର ସ୍ବାସ୍ଥ୍ୟ ପରୀକ୍ଷା କରି ତାଙ୍କୁ ମୃତ ଘୋଷଣା କରିଛନ୍ତି। ବୃଦ୍ଧ କଳାକାର‌‌ଙ୍କ ଅଂଶୁଘାତଜନିତ ମୃତ୍ୟୁ ଆଶଙ୍କା କରାଯାଉଛି।

zx

କଳାକାରଜଣକ କଲେଜ ଅଡିଟୋରିୟମ ଭିତରେ ଗରମରେ ଅସୁସ୍ଥ ହୋଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ କୁଚିଣ୍ଡା ଉପଖଣ୍ଡ ଡାକ୍ତରଖାନାକୁ ଅଣାଯାଇଥିଲା। ଡାକ୍ତର ସ୍ବାସ୍ଥ୍ୟ ପରୀକ୍ଷା କରି ତାଙ୍କୁ ମୃତ ଘୋଷଣା କରିଛନ୍ତି। ବୃଦ୍ଧ କଳାକାର‌‌ଙ୍କ ଅଂଶୁଘାତଜନିତ ମୃତ୍ୟୁ ଆଶଙ୍କା କରାଯାଉଛି।

death

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe