ଶୌଚ କରିବାକୁ ଯାଇଥିଲେ ବୃଦ୍ଧ: କଚାଡ଼ି ମାରିଲା ହାତୀ

Advertisment

ଆଜି ଭୋର ସମୟରେ ଶୌଚ ଯାଇଥିବା ଜଣେ ବୃଦ୍ଧଙ୍କୁ କଚାଡ଼ି ମାରିଛି ହାତୀ l ମୃତକ ହେଲେ ହମିରପୁର କିଷାନବସ୍ତିର ସୁଧୁ ବଡ଼ାଇକ (୭୫) l ଘନ କୁହୁଡ଼ି ଥିବାରୁ ଏକାକୀ ବୁଲୁଥିବା ହାତୀକୁ ସେ ଦେଖି ପାରି ନ ଥିଲେ ସୁଧୁ l ସେକ୍ଟର ୧୯ ପୁଲିସ ଶବ ଜବତ କରି ଘଟଣାର ତଦନ୍ତ ଚଳାଇଛି l

ଂହ‌ୋ

ରାଉରକେଲା: ଆଜି ଭୋର ସମୟରେ ଶୌଚ ଯାଇଥିବା ଜଣେ ବୃଦ୍ଧଙ୍କୁ କଚାଡ଼ି ମାରିଛି ହାତୀ l ମୃତକ ହେଲେ ହମିରପୁର କିଷାନବସ୍ତିର ସୁଧୁ ବଡ଼ାଇକ (୭୫) l ସେକ୍ଟର ୧୯ ପୁଲିସ ଶବ ଜବତ କରି ଘଟଣାର ତଦନ୍ତ ଚଳାଇଛି l

ସୁଧୁ ଆଜି ଭୋର ପ୍ରାୟ ୫ଟାରେ ହମିରପୁର ନିକଟ ପଡ଼ିଆକୁ ଶୌଚ କରିବାକୁ ଯାଇଥିଲେ l ଘନ କୁହୁଡ଼ି ଥିବାରୁ ଏକାକୀ ବୁଲୁଥିବା ହାତୀକୁ ସେ ଦେଖି ପାରି ନ ଥିଲେ l ହଠାତ୍ ସୁଧୁ ହାତୀ ହାବୁଡ଼ରେ ପଡ଼ି ଯାଇଥିଲ‌େ l ହାତୀ ତାଙ୍କୁ ଘଟଣାସ୍ଥଳରେ କଚାଡ଼ି ମାରି ଦେଇଥିଲା l

ସୁଧୁ ଆଜି ଭୋର ପ୍ରାୟ ୫ଟାରେ ହମିରପୁର ନିକଟ ପଡ଼ିଆକୁ ଶୌଚ କରିବାକୁ ଯାଇଥିଲେ l ଘନ କୁହୁଡ଼ି ଥିବାରୁ ଏକାକୀ ବୁଲୁଥିବା ହାତୀକୁ ସେ ଦେଖି ପାରି ନ ଥିଲେ l ହଠାତ୍ ସୁଧୁ ହାତୀ ହାବୁଡ଼ରେ ପଡ଼ି ଯାଇଥିଲ‌େ l ହାତୀ ତାଙ୍କୁ ଘଟଣାସ୍ଥଳରେ କଚାଡ଼ି ମାରି ଦେଇଥିଲା l ସ୍ଥାନୀୟ ଲୋକ ଦେଖି ପରିବାର ଓ ବନ ବିଭାଗକୁ ସୂଚନା ଦେଇଥିଲେ l

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe