ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଆତ୍ମହତ୍ୟା କଲେ ବୃଦ୍ଧ ରୋଗୀ

ଭୁବନେଶ୍ୱର ଏମ୍ସରେ ୭୦ ବର୍ଷୀୟ ଦିଲୀପ ସାହୁ ନାମକ ବ୍ୟକ୍ତି ଚିକିତ୍ସାଧୀନ ଅବସ୍ଥାରେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଦିଲୀପଙ୍କର ଅସ୍ଥିଶଲ୍ୟ ବିଭାଗରେ ଚିକିତ୍ସା ଚାଲିଥିଲା।

ଭୁବନେଶ୍ୱର ସମେତ ଦେଶର ୬ଟି ଏମ୍ସରେ ବ୍ୟାପକ ସୁଧାର ଅଣାଯିବ

ଭୁବନେଶ୍ୱର: ଭୁବନେଶ୍ୱର ଏମ୍ସରେ ୭୦ ବର୍ଷୀୟ ଦିଲୀପ ସାହୁ ନାମକ ବ୍ୟକ୍ତି ଚିକିତ୍ସାଧୀନ ଅବସ୍ଥାରେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଦିଲୀପଙ୍କର ଅସ୍ଥିଶଲ୍ୟ ବିଭାଗରେ ଚିକିତ୍ସା ଚାଲିଥିଲା। ଡାକ୍ତରଖାନାର କର୍ମଚାରୀ, ନର୍ସ ଓ ସିକ୍ୟୁରିଟି ଗାର୍ଡ ଥିବା ସତ୍ତ୍ଵେ କେମିତି ରୋଗୀ ଜଣକ ଆତ୍ମହତ୍ୟା କଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe