ଲୁଗା ଶୁଖାଇବା ବେଳେ ଅଘଟଣ, ବିଦ୍ୟୁତ୍ ଆଘାତରେ ବୃଦ୍ଧା ମୃତ

Advertisment

ଓଦା ଲୁଗା ଶୁଖାଇବା ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଣେ ବୃଦ୍ଧା ମୃତ୍ୟୁବରଣ  କରିଥିବା ଜଣାପଡିଛି। ମୃତ ବୃଦ୍ଧା ହେଲେ ରାୟଗଡ଼ା ସହର ଗାନ୍ଧୀ ନଗର ଦ୍ଵିତୀୟ ଲେନରେ ବାସ କରୁଥିବା କେ.ଭାରତୀ(୬୨)।

ଓଦା ଲୁଗା ଶୁଖାଇବା ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଣେ ବୃଦ୍ଧା ମୃତ୍ୟୁବରଣ  କରିଥିବା ଜଣାପଡିଛି। ମୃତ ବୃଦ୍ଧା ହେଲେ ରାୟଗଡ଼ା ସହର ଗାନ୍ଧୀ ନଗର ଦ୍ଵିତୀୟ ଲେନରେ ବାସ କରୁଥିବା କେ.ଭାରତୀ(୬୨)।

Dead

ରାୟଗଡ଼ା: ଆଜି ସକାଳେ ଓଦା ଲୁଗା ଶୁଖାଇବା ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଣେ ବୃଦ୍ଧା ମୃତ୍ୟୁବରଣ  କରିଥିବା ଜଣାପଡିଛି। ମୃତ ବୃଦ୍ଧା ହେଲେ ରାୟଗଡ଼ା ସହର ଗାନ୍ଧୀ ନଗର ଦ୍ଵିତୀୟ ଲେନରେ ବାସ କରୁଥିବା କେ.ଭାରତୀ(୬୨)।

ଭାରତୀ ରବିବାର ଭୋର୍ ସକାଳୁ ଗାଧୋଇ ଘର ପଛ ପାର୍ଶ୍ଵରେ ବନ୍ଧା ଯାଇଥିବା ଲୁହା ତାରରେ ଲୁଗା ଶୁଖାଇବାକୁ ଯାଇଥିଲେ। ତେବେ କୌଣସି  କାରଣବଶତଃ ଉକ୍ତ ତାରରେ ବିଦ୍ୟୁତ୍ ସଂଯୋଗ ହେଉଥିବାରୁ ଭାରତୀ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଯାଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ଭୋର୍ ସକାଳୁ ଭାରତୀଙ୍କ ମୃତ୍ୟୁ ଯୋଗୁଁ ପରିବାରରେ ଓ ଗାନ୍ଧୀନଗର ଶୋକର ଛାୟା ଖେଳି ଯାଇଛି।

ଘଟଣାରୁ ପ୍ରକାଶ ଯେ, ଭାରତୀ ରବିବାର ଭୋର୍ ସକାଳୁ ଗାଧୋଇ ଘର ପଛ ପାର୍ଶ୍ଵରେ ବନ୍ଧା ଯାଇଥିବା ଲୁହା ତାରରେ ଲୁଗା ଶୁଖାଇବାକୁ ଯାଇଥିଲେ। ତେବେ କୌଣସି  କାରଣବଶତଃ ଉକ୍ତ ତାରରେ ବିଦ୍ୟୁତ୍ ସଂଯୋଗ ହେଉଥିବାରୁ ଭାରତୀ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଯାଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ଭୋର୍ ସକାଳୁ ଭାରତୀଙ୍କ ମୃତ୍ୟୁ ଯୋଗୁଁ ପରିବାରରେ ଓ ଗାନ୍ଧୀନଗର ଶୋକର ଛାୟା ଖେଳି ଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe