ଭାରସାମ୍ୟ ହରାଇ ଓଲଟିଲା କାର୍: ଜଣେ ମୃତ, ୨ ଗୁରୁତର

Advertisment

ଭାରସାମ୍ୟ ହରାଇ ଓଲଟିଲା କାର୍। ଜଣେ ମୃତ ଓ ୨ଜଣ ଗୁରୁତର। ଯାଜପୁର ଟାଉନରୁ ମଙ୍ଗଳପୁରକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଗୋବର୍ଦ୍ଧନପୁର ଫାୟାର ଷ୍ଟେସନ ନିକଟ ହୋଇଛି ଦୁର୍ଘଟଣା। ଦୁଇ ଗୁରୁତରଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଏଣେ ସେମାନଙ୍କର ପରିଚୟ ମିଳିପାରିନାହିଁ।

dfg

ଯାଜପୁର: ଭାରସାମ୍ୟ ହରାଇ ଓଲଟିଲା କାର୍। ଜଣେ ମୃତ ଓ ୨ଜଣ ଗୁରୁତର। ଯାଜପୁର ଟାଉନରୁ ମଙ୍ଗଳପୁରକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଗୋବର୍ଦ୍ଧନପୁର ଫାୟାର ଷ୍ଟେସନ ନିକଟ ହୋଇଛି ଦୁର୍ଘଟଣା। ଦୁଇ ଗୁରୁତରଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଏଣେ ସେମାନଙ୍କର ପରିଚୟ ମିଳିପାରିନାହିଁ।

ବାହାଘର ପାର୍ଟି ସାରି ଫେରୁଥିବା ସମୟରେ ମଧ୍ୟରାତ୍ରିରେ ଦୁର୍ଘଟଣା ହୋଇଛି। ଦୁର୍ଘଟଣାରେ ମୃତ ଯୁବକ ଗୋପାଳପୁର ଅଞ୍ଚଳର ଦେବେନ୍ଦ୍ର ମହାପାତ୍ରଙ୍କ ୨୨ ବର୍ଷୀୟ ପୁଅ ଅବିନାଶ ମହାପାତ୍ର ବୋଲି ଜଣା ପଡ଼ିଛି।

ସୂଚନା ଅନୁଯାୟୀ, ବାହାଘର ପାର୍ଟି ସାରି ଫେରୁଥିବା ସମୟରେ ମଧ୍ୟରାତ୍ରିରେ ଦୁର୍ଘଟଣା ହୋଇଛି। ଦୁର୍ଘଟଣାରେ ମୃତ ଯୁବକ ଗୋପାଳପୁର ଅଞ୍ଚଳର ଦେବେନ୍ଦ୍ର ମହାପାତ୍ରଙ୍କ ୨୨ ବର୍ଷୀୟ ପୁଅ ଅବିନାଶ ମହାପାତ୍ର ବୋଲି ଜଣା ପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe