ଓଲଟିଲା ଯାତ୍ରୀବାହୀ ବସ୍, ଚାଲିଗଲା ଜଣଙ୍କ ଜୀବନ

Advertisment

ନବରଙ୍ଗପୁର ଥାନା ତାରାଗାଁ ନିକଟରେ ଏକ ଯାତ୍ରୀବାହୀ ବସ୍ ଓଲଟିବା ଫଳରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ଏହାଛଡ଼ା ଏହି ଦୁର୍ଘଟଣାରେ ୧୦ ଜଣ ଆହତ ହୋଇଥିବା ଜଣାଯାଇଛି। ବସଟି ଉମରକୋଟରୁ ଜୟପୁର ଅଭିମୁଖେ ଯାଉଥିବାର ସୂଚନା ରହିଛି।

ନବରଙ୍ଗପୁର ଥାନା ତାରାଗାଁ ନିକଟରେ ଏକ ଯାତ୍ରୀବାହୀ ବସ୍ ଓଲଟିବା ଫଳରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ଏହାଛଡ଼ା ଏହି ଦୁର୍ଘଟଣାରେ ୧୦ ଜଣ ଆହତ ହୋଇଥିବା ଜଣାଯାଇଛି। ବସଟି ଉମରକୋଟରୁ ଜୟପୁର ଅଭିମୁଖେ ଯାଉଥିବାର ସୂଚନା ରହିଛି।

bhj

ନବରଙ୍ଗପୁର: ନବରଙ୍ଗପୁର ଥାନା ତାରାଗାଁ ନିକଟରେ ଏକ ଯାତ୍ରୀବାହୀ ବସ୍ ଓଲଟିବା ଫଳରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ଏହାଛଡ଼ା ଏହି ଦୁର୍ଘଟଣାରେ ୧୦ ଜଣ ଆହତ ହୋଇଥିବା ଜଣାଯାଇଛି। ବସଟି ଉମରକୋଟରୁ ଜୟପୁର ଅଭିମୁଖେ ଯାଉଥିବାର ସୂଚନା ରହିଛି।

ଜୟପୁର ଅଭିମୁଖେ ଯାଉଥିବା ଏସ୍‌ବିଟି ନାମକ ଏକ ଘରୋଇ ବସ୍‌ ତାରାଗାଁ ଛକ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଆଉ ବସ୍‌ ତଳେ ଚାପି ହେଇ ଜଣଙ୍କର ମୃତ୍ୟୁ ହୋଇଥିଲା। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଛି। ଏହା ସହିତ ବସ୍‌ରେ ଫସି ରହିଥିବା ଯାତ୍ରୀଙ୍କୁ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe