ଅଭ୍ୟାସଗତ ଅପରାଧୀଙ୍କ ଉପରେ ସ୍ୱତନ୍ତ୍ର ନଜର ରଖିବାକୁ "ଅପରେସନ ସୁରକ୍ଷା "

ରାଉରକେଲାର ସମସ୍ତ ଅଭ୍ୟାସଗତ ଅପରାଧୀଙ୍କ ପ୍ରୋଫାଇଲ ପ୍ରସ୍ତୁତ ହେବ। ପୁଲିସ ପକ୍ଷରୁ ପ୍ରାୟ ୧୩୪୦ ଜଣ ଅଭ୍ୟାସଗତ ଅପରାଧୀଙ୍କୁ ଚିହ୍ନଟ କରାଯାଇଛି ଏବଂ ୬୦ ଜଣଙ୍କର ପ୍ରୋଫାଇଲ୍ ପ୍ରସ୍ତୁତ କରାଯାଇଛି। ଏନେଇ ଏସପି ନୀତେଶ ୱାଧୱାନି ସୂଚନା ଦେଇଛନ୍ତି।

vbh

ରାଉରକେଲା: ରାଉରକେଲାର ସମସ୍ତ ଅଭ୍ୟାସଗତ ଅପରାଧୀଙ୍କ ପ୍ରୋଫାଇଲ ପ୍ରସ୍ତୁତ ହେବ। ଏନେଇ ଏସପି ନୀତେଶ ୱାଧୱାନି ସୂଚନା ଦେଇଛନ୍ତି। ସେ କହିଛନ୍ତି, ସହରର ସୁରକ୍ଷା ବ୍ୟବସ୍ଥା କରିବାକୁ ରାଉରକେଲା ପୁଲିସ ପକ୍ଷରୁ ଉଲ୍ଲେଖନୀୟ ପଦକ୍ଷେପ ନିଆଯାଇଛି। ଅଭ୍ୟାସଗତ ଅପରାଧୀଙ୍କ ଉପରେ ସ୍ୱତନ୍ତ୍ର ନଜର ରଖିବାକୁ "ଅପରେସନ ସୁରକ୍ଷା " ଆରମ୍ଭ କରାଯାଇଛି।

ପୁଲିସ ପକ୍ଷରୁ ପ୍ରାୟ ୧୩୪୦ ଜଣ ଅଭ୍ୟାସଗତ ଅପରାଧୀଙ୍କୁ ଚିହ୍ନଟ କରାଯାଇଛି ଏବଂ ୬୦ ଜଣଙ୍କର ପ୍ରୋଫାଇଲ୍ ପ୍ରସ୍ତୁତ କରାଯାଇଛି। ଆଗାମୀ ୨୦୨୫ ଶେଷସୁଦ୍ଧା ସମସ୍ତ ଅପରାଧୀଙ୍କର ପ୍ରୋଫାଇଲ୍ କରାଯିବ ବୋଲି ଏସପି ନୀତେଶ ୱାଧୱାନି ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe