ଖଣି ମାଫିଆଙ୍କ ଆକ୍ରମଣରେ ଗାଁ ସଭାପତି ଗୁରୁତର, ଚାପି ହୋଇ ଅପରେଟର ମୃତ

ବେଆଇନ ଖଣି ଖନନକୁ ନେଇ କୁମାରବସ୍ତ ଗାଁରେ ଉତ୍ତେଜନା ଦେଖିବାକୁ ମିଳିଛି। ଏଠାରେ ଖଣି ମାଫିଆଙ୍କ ଆକ୍ରମଣରେ ଗାଁ ସଭାପତି ସଞ୍ଜୟ ପାଇକରାୟ ଗୁରୁତର ହୋଇଛନ୍ତି। ତାଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପଥର ଖଣିରେ ଚାପି ହୋଇ ଜଣେ କ୍ରେନ୍ ଅପରେଟର ମୃତ।

cv

ଖୋର୍ଦ୍ଧା: ବେଆଇନ ଖଣି ଖନନକୁ ନେଇ କୁମାରବସ୍ତ ଗାଁରେ ଉତ୍ତେଜନା ଦେଖିବାକୁ ମିଳିଛି। ଏଠାରେ ଖଣି ମାଫିଆଙ୍କ ଆକ୍ରମଣରେ ଗାଁ ସଭାପତି ସଞ୍ଜୟ ପାଇକରାୟ ଗୁରୁତର ହୋଇଛନ୍ତି। ତାଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଘଟଣା ସ୍ଥଳରେ ଦୁଇଟି ଗାଡ଼ି ପୋଡ଼ି ହୋଇଥିବାର ସୂଚନା ମିଳିଛି। ଗାଁରେ ଚାପା ଉତ୍ତେଜନା ଲାଗି ରହିଛି।
 

ଖଣି ମାଫିଆଙ୍କ ଆକ୍ରମଣରେ ଗାଁ ସଭାପତି ସଞ୍ଜୟ ପାଇକରାୟ ଗୁରୁତର ହୋଇଛନ୍ତି। ମହାପ୍ରଭୁଙ୍କ ପଥର ଖଣିରେ ଚାପି ହୋଇ ଜଣେ କ୍ରେନ୍ ଅପରେଟର ପ୍ରାଣ ହରାଇଥିବାର ଖବର ମିଳିଛି।

ତେଣେ ମହାପ୍ରଭୁଙ୍କ ପଥର ଖଣିରେ ଚାପି ହୋଇ ଜଣେ କ୍ରେନ୍ ଅପରେଟର ପ୍ରାଣ ହରାଇଥିବାର ଖବର ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe