ଖୋଲିଲା ଆଉ ୪ ଗେଟ୍‌, ହୀରାକୁଦରୁ ୧୨ଟି ଗେଟ୍‌ ଦେଇ ଜଳ ନିଷ୍କାସନ

ହୀରାକୁଦ ଜଳଭଣ୍ଡାରରେ ଆଜି ସକା‌ଳେ ୪ଟି ଗେଟ୍ ଖୋଲା କରାଯାଇଛି। ଉପରମୁଣ୍ଡରେ ଜଳପ୍ରବାହ ବଢ଼ିବାରୁ ଏଭଳି ପଦକ୍ଷେପ ନିଆଯାଇଛି। ଫଳରେ ଏବେ ୧୨ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି।

hirakud dam

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରେ ଆଜି ସକା‌ଳେ ୪ଟି ଗେଟ୍ ଖୋଲା କରାଯାଇଛି। ଉପରମୁଣ୍ଡରେ ଜଳପ୍ରବାହ ବଢ଼ିବାରୁ ଏଭଳି ପଦକ୍ଷେପ ନିଆଯାଇଛି। ଫଳରେ ଏବେ ୧୨ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି। ଏଥିଭିତରୁ ବାମ ପଟେ ୮ଟି ଓ ଡାହାଣ ପଟେ ୪ଟି ଗେଟ୍ ଖୋଲାଯାଇଛି।

ହୀରାକୁଦ ଜଳଭଣ୍ଡାରରେ ଆଜି ସକା‌ଳେ ୪ଟି ଗେଟ୍ ଖୋଲା କରାଯାଇଛି। ଉପରମୁଣ୍ଡରେ ଜଳପ୍ରବାହ ବଢ଼ିବାରୁ ଏଭଳି ପଦକ୍ଷେପ ନିଆଯାଇଛି। ଫଳରେ ଏବେ ୧୨ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି। ଏଥିଭିତରୁ ବାମ ପଟେ ୮ଟି ଓ ଡାହାଣ ପଟେ ୪ଟି ଗେଟ୍ ଖୋଲାଯାଇଛି। ଏଣେ ଆଜି ସମ୍ବଲପୁରରେ ପ୍ରବଳ ବର୍ଷା ହେଉଛି। ଏହାଫଳରେ ଧନୁପାଲି ଓ ପ୍ରଧାନପଡ଼ା ସମେତ  ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇଛି। ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବ ପରିଲକ୍ଷିତ ହେଉଛି।

ଏଣେ ଆଜି ସମ୍ବଲପୁରରେ ପ୍ରବଳ ବର୍ଷା ହେଉଛି। ଏହାଫଳରେ ଧନୁପାଲି ଓ ପ୍ରଧାନପଡ଼ା ସମେତ  ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇଛି। ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବ ପରିଲକ୍ଷିତ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe