ମେଡିକାଲ କଲେଜ ଛାତରୁ ଡେଇଁଲେ ରୋଗୀ, ଘଟଣାସ୍ଥଳରେ ଚାଲିଗଲା ଜୀବନ

ସୁନ୍ଦରଗଡ଼ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲର ତିନି ମହଲାରେ ଚିକିତ୍ସିତ ହେଉଥିଲେ ରୋଗୀ । ଆଜି ଦିନ ବେଳେ ଡିସଚାର୍ଜ ହୋଇଥାନ୍ତେ ସେ। ହେଲେ ତୃତୀୟ ମହଲାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି ଯୁବ ରୋଗୀଜଣକ ।

Untitled

ସୁନ୍ଦରଗଡ଼: ସୁନ୍ଦରଗଡ଼ ଟାଉନ ଥାନା ଅନ୍ତର୍ଗତ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲର ତିନି ମହଲାରେ ଚିକିତ୍ସିତ ହେଉଥିଲେ ରୋଗୀ । ଆଜି ଦିନ ବେଳେ ଡିସଚାର୍ଜ ହୋଇଥାନ୍ତେ ସେ। ହେଲେ ତୃତୀୟ ମହଲାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି ଯୁବ ରୋଗୀଜଣକ । ହେଲେ କାହିଁକି ରୋଗୀ ଏହିଭଳି କାଣ୍ଡ କଲେ, ତାହା ଜଣା ପଡ଼ିନାହିଁ।

ସୁନ୍ଦରଗଡ଼ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲର ତିନି ମହଲାରେ ଚିକିତ୍ସିତ ହେଉଥିଲେ ରୋଗୀ । ଆଜି ଦିନ ବେଳେ ଡିସଚାର୍ଜ ହୋଇଥାନ୍ତେ ସେ। ହେଲେ ତୃତୀୟ ମହଲାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି ଯୁବ ରୋଗୀଜଣକ । ରୋଗୀଙ୍କ ନାମ ଅନୀଲ ସୋରଙ୍ଗ। ଡାଏନିଡିହି ଗାଁରେ ତାଙ୍କର ଘର ବୋଲି ଜଣାଯାଇଛି । ତାଙ୍କୁ ଗତ ରବିବାର ଦିନ ମେଡିକାଲ କଲେଜ ଓ ହସ୍ପିଟାଲ‌ରେ ଭର୍ତ୍ତି କରାଯାଇଥିଲା। 

ରୋଗୀଙ୍କ ନାମ ଅନୀଲ ସୋରଙ୍ଗ। ଡାଏନିଡିହି ଗାଁରେ ତାଙ୍କର ଘର ବୋଲି ଜଣାଯାଇଛି । ତାଙ୍କୁ ଗତ ରବିବାର ଦିନ ମେଡିକାଲ କଲେଜ ଓ ହସ୍ପିଟାଲ‌ରେ ଭର୍ତ୍ତି କରାଯାଇଥିଲା। ମାନସିକ ଦୁର୍ବଳ ଥିଲେ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe