କୋର୍ଟ ନୋଟିସକୁ ଅବମାନନା; ବଡ଼ପୁରୁଣାପାଣି ପଞ୍ଚା‌ୟତ ଅଧିକାରୀ ଗିରଫ

Advertisment

ବଡ଼ପୁରୁଣାପାଣି ପଞ୍ଚାୟତ ଅଧିକାରୀ ସମା କେର୍କେଟା ପଞ୍ଚାୟତ ଅଫିସ ଗୃହରେ ଉପସ୍ଥିତ ଥିଲେ। ଏହି ସମୟରେ ଲହୁଣିପଡ଼ା ପୁଲିସ ପହଞ୍ଚି ତାଙ୍କୁ ଉଠାଇ ନେଇଥିଲା। ଯାହାକି ସଭାକୁ ଆସିଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥିଲା।  ଲହୁଣିପଡ଼ା ପୁଲିସ ଗିରଫ କରିବା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି।

ବଡ଼ପୁରୁଣାପାଣି ପଞ୍ଚାୟତ ଅଧିକାରୀ ସମା କେର୍କେଟା ପଞ୍ଚାୟତ ଅଫିସ ଗୃହରେ ଉପସ୍ଥିତ ଥିଲେ। ଏହି ସମୟରେ ଲହୁଣିପଡ଼ା ପୁଲିସ ପହଞ୍ଚି ତାଙ୍କୁ ଉଠାଇ ନେଇଥିଲା। ଯାହାକି ସଭାକୁ ଆସିଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥିଲା।  ଲହୁଣିପଡ଼ା ପୁଲିସ ଗିରଫ କରିବା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି।

ବ୍ୟାଙ୍କ ଠକେଇ ମାମଲାରେ ୨୦ ବର୍ଷ ଫେରାର ଅଭିଯୁକ୍ତଙ୍କୁ ଗିରାଫ କଲା ସିବିଆଇ

ରାଜାମୁଣ୍ତା: ବଡ଼ପୁରୁଣାପାଣି ପଞ୍ଚା‌ୟତ ଅଧିକାରୀଙ୍କୁ ଲହୁଣିପଡ଼ା ପୁଲିସ ଗିରଫ କରିବା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି। ବଡ଼ପୁରୁଣାପାଣି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ମହିଳା ଦିବସ ପାଳନ ପାଇଁ ସବୁ ଆୟୋଜନ ହୋଇଥିଲା। ପଞ୍ଚାୟତ ଅଧିକାରୀ ସମା କେର୍କେଟା ଏହି କାର୍ଯ୍ୟକ୍ରମରେ ଯୋଗଦେବାପାଇଁ ପଞ୍ଚାୟତ ଅଫିସ ଗୃହରେ ଉପସ୍ଥିତ ଥିଲେ। ଏହି ସମୟରେ ଲହୁଣିପଡ଼ା ପୁଲିସ ପହଞ୍ଚି ତାଙ୍କୁ ଉଠାଇ ନେଇଥିଲା। ଯାହାକି ସଭାକୁ ଆସିଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥିଲା।

ପଞ୍ଚାୟତ ଅଧିକାରୀ ସମା କେର୍କେଟା ଏହି କାର୍ଯ୍ୟକ୍ରମରେ ଯୋଗଦେବାପାଇଁ ପଞ୍ଚାୟତ ଅଫିସ ଗୃହରେ ଉପସ୍ଥିତ ଥିଲେ। ଏହି ସମୟରେ ଲହୁଣିପଡ଼ା ପୁଲିସ ପହଞ୍ଚି ତାଙ୍କୁ ଉଠାଇ ନେଇଥିଲା। ଯାହାକି ସଭାକୁ ଆସିଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥିଲା। ଲହୁଣିପଡ଼ା ପୁଲିସ ୱାରେଣ୍ଟି ବଳରେ ତାଙ୍କୁ ଉଦିତନଗର ଜେଏମ୍‌ଏଫ୍‌ସି କୋର୍ଟରେ ହାଜର କରିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ମୁତାବକ ଚେକ ବାଉନ୍ସ ମାମଲାରେ ତାଙ୍କୁ କୋର୍ଟରେ ହାଜର ହେବାକୁ ନୋଟିସ୍‌ ହୋଇଥିଲା। କିନ୍ତୁ ଏହାକୁ ସେ ଅଣଦେଖା କରିବାରୁ ‌ଶେଷରେ ତାଙ୍କ ବିରୋଧରେ ୱାରେଣ୍ଟ ଇସ୍ୟୁ ହୋଇଥିଲା।

 ଲହୁଣିପଡ଼ା ପୁଲିସ ୱାରେଣ୍ଟି ବଳରେ ତାଙ୍କୁ ଉଦିତନଗର ଜେଏମ୍‌ଏଫ୍‌ସି କୋର୍ଟରେ ହାଜର କରିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ମୁତାବକ ଚେକ ବାଉନ୍ସ ମାମଲାରେ ତାଙ୍କୁ କୋର୍ଟରେ ହାଜର ହେବାକୁ ନୋଟିସ୍‌ ହୋଇଥିଲା। କିନ୍ତୁ ଏହାକୁ ସେ ଅଣଦେଖା କରିବାରୁ ‌ଶେଷରେ ତାଙ୍କ ବିରୋଧରେ ୱାରେଣ୍ଟ ଇସ୍ୟୁ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe