Leading ରାଜ୍ୟ ‘ବିଜୁ ଏକ୍ସପ୍ରେସ୍ୱେ’ରେ ବୁଲିଲା ଦନ୍ତା, ଲୋକେ ଭୟଭୀତ Advertisment ଆଜି ରାତି ପ୍ରାୟ ସାଢେ ୭ଟାରେ ସୁନ୍ଦରଗଡ଼ ସହର ନିକଟସ୍ଥ ଫଗୁଆପଡ଼ା ବିଜୁ ଏକ୍ସପ୍ରେସ ୱେ ଯାତ୍ରୀ ପ୍ରତୀକ୍ଷାଳୟ କଡ଼ରେ ଏକ ଦନ୍ତାହାତୀକୁ ଦେଖିବାକୁ ମିଳିଥିଲା। ଗୋଠଛଡ଼ା ଦନ୍ତାଟି ରାସ୍ତା ପାର ହେବାକୁ ସେଇଠି ଛିଡ଼ା ହୋଇଥିବାବେଳେ ସ୍ଥାନୀୟ ଯୁବକମାନେ ଘଉଡ଼ାଇ ଦେଇଥିବା ସୂଚନା ମିଳିଛି। ହାତୀଟି ଏବେ ସହର ସନ୍ନିକଟ ସୁବଲୟା ଆଡ଼କୁ ଚାଲିଯାଇଛି। ବନ ବିଭାଗକୁ ଖବର ଦିଆଯାଇଛି। October 12, 2024, 10:01 PM IST ଆଜି ରାତି ପ୍ରାୟ ସାଢେ ୭ଟାରେ ସୁନ୍ଦରଗଡ଼ ସହର ନିକଟସ୍ଥ ଫଗୁଆପଡ଼ା ବିଜୁ ଏକ୍ସପ୍ରେସ ୱେ ଯାତ୍ରୀ ପ୍ରତୀକ୍ଷାଳୟ କଡ଼ରେ ଏକ ଦନ୍ତାହାତୀକୁ ଦେଖିବାକୁ ମିଳିଥିଲା। ଗୋଠଛଡ଼ା ଦନ୍ତାଟି ରାସ୍ତା ପାର ହେବାକୁ ସେଇଠି ଛିଡ଼ା ହୋଇଥିବାବେଳେ ସ୍ଥାନୀୟ ଯୁବକମାନେ ଘଉଡ଼ାଇ ଦେଇଥିବା ସୂଚନା ମିଳିଛି। ହାତୀଟି ଏବେ ସହର ସନ୍ନିକଟ ସୁବଲୟା ଆଡ଼କୁ ଚାଲିଯାଇଛି। ବନ ବିଭାଗକୁ ଖବର ଦିଆଯାଇଛି। 12 Oct 2024 22:01 IST Mahendra Sahu Follow Us Elephant