ବିଦ୍ୟୁତ ପ୍ରକଳ୍ପ ସମ୍ପ୍ରସାରଣ ପରିବେଶ ଜନ ଶୁଣାଣି : ପ୍ରବଳ ବିରୋଧରେ ସରିଲା ସଭା

Advertisment

ଏନଟିପିସି ବିଦ୍ୟୁତ ପ୍ରକଳ୍ପର ତୃତୀୟ ସମ୍ପ୍ରସାରଣ ପାଇଁ ପରିବେଶ ସମ୍ପର୍କିତ ଜନ ଶୁଣାଣିରେ ଏନଟିପିସି କମ୍ପାନିର ମନମାନି, ପ୍ରଭାବିତ ଅଞ୍ଚଳର ଲୋକଙ୍କ ଜୀବନ ସହ ଖେଳୁଥିବା ଅଭିଯୋଗ ହୋଇଥିଲା। ସୁନ୍ଦରଗଡ଼ ବିଧାୟକ ଯୋଗେଶ କୁମାର ସିଂହ ବିରୋଧ କରି ଜନଶୁଣାଣିକୁ ବର୍ଜନ କରିଥିଲେ।

ଏନଟିପିସି ବିଦ୍ୟୁତ ପ୍ରକଳ୍ପର ତୃତୀୟ ସମ୍ପ୍ରସାରଣ ପାଇଁ ପରିବେଶ ସମ୍ପର୍କିତ ଜନ ଶୁଣାଣିରେ ଏନଟିପିସି କମ୍ପାନିର ମନମାନି, ପ୍ରଭାବିତ ଅଞ୍ଚଳର ଲୋକଙ୍କ ଜୀବନ ସହ ଖେଳୁଥିବା ଅଭିଯୋଗ ହୋଇଥିଲା। ସୁନ୍ଦରଗଡ଼ ବିଧାୟକ ଯୋଗେଶ କୁମାର ସିଂହ ବିରୋଧ କରି ଜନଶୁଣାଣିକୁ ବର୍ଜନ କରିଥିଲେ।

ଜ

ସୁନ୍ଦରଗଡ଼: ସଭା ଆରମ୍ଭରୁ ଶେଷ ଯାଏ ପ୍ରବଳ ବିରୋଧ। ଏନଟିପିସି ବିଦ୍ୟୁତ ପ୍ରକଳ୍ପର ତୃତୀୟ ସମ୍ପ୍ରସାରଣ ପାଇଁ ପରିବେଶ ସମ୍ପର୍କିତ ଜନ ଶୁଣାଣିରେ ଏନଟିପିସି କମ୍ପାନିର ମନମାନି, ପ୍ରଭାବିତ ଅଞ୍ଚଳର ଲୋକଙ୍କ ଜୀବନ ସହ ଖେଳୁଥିବା ଅଭିଯୋଗ ହୋଇଥିଲା। ଏପରିକି ସୁନ୍ଦରଗଡ଼ ବିଧାୟକ ଯୋଗେଶ କୁମାର ସିଂହ ଓ ସ୍ଥାନୀୟ ପ୍ରଭାବିତ ଲୋକେ ବିରୋଧ  କରି ଜନଶୁଣାଣିକୁ ବର୍ଜନ କରି ଉଠି ଚାଲିଯାଇଥିଲେ। ସଭାରେ ବିଧାୟକଙ୍କୁ ଅସମ୍ମାନ କରାଯାଇଥିବା ଅଭିଯୋଗ ହୋଇଥିଲା। ସମସ୍ତେ ଏନଟିପିସି ଦ୍ବାରା ପ୍ରତାରିତ ହୋଇଥିବା ଅଭିଯୋଗ କରିଥିଲେ।

ସଭାରେ ଉପସ୍ଥିତ ଅଧିକାରୀ ବିଧାୟକଙ୍କୁ ସମ୍ବୋଧନ ନକରି ବିଧାୟକ ପ୍ରତିନିଧିଙ୍କ ନାମ ନେଇ ବିଧାୟକଙ୍କୁ ଅସମ୍ମାନ କରିଥିବା ଅଭିଯୋଗ ହୋଇଥିଲା। ଖୋଦ  ବିଧାୟକ ବୈଠକରୁ ଉଠି ଚାଲି ଯାଇଥିଲେ। ତାଙ୍କ ସମର୍ଥନରେ ଅନେକ ଶହଶହ ଗ୍ରାମବାସୀ  ଜନ ଶୁଣାଣିକୁ ବର୍ଜନ କରି ଉଠି ଚାଲିଯାଇଥିଲେ।

ବୈଠକ ଆରମ୍ଭରେ ବହୁ ଲୋକ ପହଞ୍ଚିଥିଲେ। କିଛି ସମୟ ପରେ ଚୌକି ସବୁ ଖାଲି  ହୋଇ ଯାଇଥିଲା। ସଭାରେ ଉପସ୍ଥିତ ଅଧିକାରୀ ବିଧାୟକଙ୍କୁ ସମ୍ବୋଧନ ନକରି ବିଧାୟକ ପ୍ରତିନିଧିଙ୍କ ନାମ ନେଇ ବିଧାୟକଙ୍କୁ ଅସମ୍ମାନ କରିଥିବା ଅଭିଯୋଗ ହୋଇଥିଲା। ଖୋଦ  ବିଧାୟକ ବୈଠକରୁ ଉଠି ଚାଲି ଯାଇଥିଲେ। ତାଙ୍କ ସମର୍ଥନରେ ଅନେକ ଶହଶହ ଗ୍ରାମବାସୀ  ଜନ ଶୁଣାଣିକୁ ବର୍ଜନ କରି ଉଠି ଚାଲିଯାଇଥିଲେ। ଅନ୍ୟପଟେ ଯେତେ ଲୋକ ବି ମତାମତ ଦେଲେ ସମସ୍ତେ ଏନଟିପିସି ପାଉଁଶ ପ୍ରଦୂଷଣ ଓ  ପ୍ରଭାବିତଙ୍କ ଜୀବନକୁ ଉପେକ୍ଷା କରୁଥିବା କହି ବିରୋଧ କରି କହିଲେ । ଆରମ୍ଭ ରୁ ଶେଷ ଯାଏ କେବଳ ବିରୋଧ ଦେଖିବାକୁ ମିଳିଥିଲା ଜନ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe