ବାର୍ଦ୍ଧକ୍ୟ ଯୋଗୁଁ ପୋଷା ହାତୀ ଭବାନୀର ମୃତ୍ୟୁ

Advertisment

ବୃଦ୍ଧ ହାତୀ ଭବାନୀ ଆଖି ବୁଜିଛି। ଜେନାବିଲରେ ଆଜି ସକାଳେ ସେ ମୃତ୍ୟୁବରଣ କରିଛି। ମୃତ୍ୟୁ ବେଳକୁ ଭବାନୀର ବୟସ ୬୨ ବର୍ଷ ହୋଇଥିଲା। ବାର୍ଦ୍ଧକ୍ୟ ଯୋଗୁଁ ଏହାର ମୃତ୍ୟୁ ହୋଇଥିବା ଜଣାଯାଇଛି।

ବୃଦ୍ଧ ହାତୀ ଭବାନୀ ଆଖି ବୁଜିଛି। ଜେନାବିଲରେ ଆଜି ସକାଳେ ସେ ମୃତ୍ୟୁବରଣ କରିଛି। ମୃତ୍ୟୁ ବେଳକୁ ଭବାନୀର ବୟସ ୬୨ ବର୍ଷ ହୋଇଥିଲା। ବାର୍ଦ୍ଧକ୍ୟ ଯୋଗୁଁ ଏହାର ମୃତ୍ୟୁ ହୋଇଥିବା ଜଣାଯାଇଛି।

ୁୀୂ

ବାରିପଦା: ବୃଦ୍ଧ ହାତୀ ଭବାନୀ ଆଖି ବୁଜିଛି। ଜେନାବିଲରେ ଆଜି ସକାଳେ ସେ ମୃତ୍ୟୁବରଣ କରିଛି। ମୃତ୍ୟୁ ବେଳକୁ ଭବାନୀର ବୟସ ୬୨ ବର୍ଷ ହୋଇଥିଲା। ବାର୍ଦ୍ଧକ୍ୟ ଯୋଗୁଁ ଏହାର ମୃତ୍ୟୁ ହୋଇଥିବା ଜଣାଯାଇଛି।
 

ବୃଦ୍ଧ ହାତୀ ଭବାନୀ ଆଖି ବୁଜିଛି। ଜେନାବିଲରେ ଆଜି ସକାଳେ ସେ ମୃତ୍ୟୁବରଣ କରିଛି। ମୃତ୍ୟୁ ବେଳକୁ ଭବାନୀର ବୟସ ୬୨ ବର୍ଷ ହୋଇଥିଲା।ବାର୍ଦ୍ଧକ୍ୟ ହେତୁ ଏହାର ଦାନ୍ତ ନଥିଲା ଏବଂ ତାକୁ କେବଳ ନରମ ଖାଦ୍ୟ ଦିଆଯାଉଥିଲା। ଆଜି ପୋଷ୍ଟମର୍ଟମ କରାଯିବ ବୋଲି ବନ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ବାର୍ଦ୍ଧକ୍ୟ ହେତୁ ଏହାର ଦାନ୍ତ ନଥିଲା ଏବଂ ତାକୁ କେବଳ ନରମ ଖାଦ୍ୟ ଦିଆଯାଉଥିଲା। ଆଜି ପୋଷ୍ଟମର୍ଟମ କରାଯିବ ବୋଲି ବନ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe