ଘରକୁ ଫେରୁଥିଲେ ପୁଲିସ୍ ଏଏସ୍‌ଆଇ, ବାଟରେ ଜଗିଥିଲା ଯମ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଭାଲୁମୁଣ୍ଡା ଠାରେ ଅଜଣା ଗାଡ଼ି ଧକ୍କାରେ ପୁଲିସ ଏଏସ୍‌ଆଇଙ୍କ ମୃତ୍ୟୁ। ମୃତକ ହେଲେ କଙ୍କଡାହାଡ ଥାନା ପାଟବେଡା ଗ୍ରାମର ମାନସ ସିଂ।

Police ASI Accident

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଭାଲୁମୁଣ୍ଡା ଠାରେ ଅଜଣା ଗାଡ଼ି ଧକ୍କାରେ ପୁଲିସ ଏଏସ୍‌ଆଇଙ୍କ ମୃତ୍ୟୁ। ମୃତକ ହେଲେ କଙ୍କଡାହାଡ ଥାନା ପାଟବେଡା ଗ୍ରାମର ମାନସ ସିଂ। ମାନସ ଅନୁଗୁଳୁ ଜିଲ୍ଲାରେ ପୁଲିସ ବିଭାଗରେ କାର୍ଯ୍ୟରତ ଥିବା ବେଳେ ଛୁଟିନେଇ ଗତକାଲି ବିଳମ୍ବିତ ରାତିରେ ଘରକୁ ଫେରୁଥିବା ସମୟରେ ଭାଲୁମୁଣ୍ଡା ଠାରେ ଅଜଣା ଗାଡ଼ି ଧକ୍କା ଦେଇଥିଲା।

କାମାକ୍ଷାନଗର ଥାନା ଭାଲୁମୁଣ୍ଡା ଠାରେ ଅଜଣା ଗାଡ଼ି ଧକ୍କାରେ ପୁଲିସ ଏଏସ୍‌ଆଇଙ୍କ ମୃତ୍ୟୁ। ମୃତକ ହେଲେ କଙ୍କଡାହାଡ ଥାନା ପାଟବେଡା ଗ୍ରାମର ମାନସ ସିଂ। ମାନସ ଅନୁଗୁଳୁ ଜିଲ୍ଲାରେ ପୁଲିସ ବିଭାଗରେ କାର୍ଯ୍ୟରତ ଥିବା ବେଳେ ଛୁଟିନେଇ ଗତକାଲି ବିଳମ୍ବିତ ରାତିରେ ଘରକୁ ଫେରୁଥିବା ସମୟରେ ଭାଲୁମୁଣ୍ଡା ଠାରେ ଅଜଣା ଗାଡ଼ି ଧକ୍କା ଦେଇଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ଉଦ୍ଧାର କରାଯାଇ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ଉଦ୍ଧାର କରାଯାଇ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ମାନସଙ୍କ ପରିବାର ଲୋକ ମେଡିକାଲରେ ପହଞ୍ଚିଥିବା ବେଳେ ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅଧିକ ତଦନ୍ତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe