ସହିଦ ବିଏସଏଫ ସବ୍ ଇନ୍ସପେକ୍ଟର ମହମ୍ମଦ ଇମତେୟାଜଙ୍କୁ ବିଏସଏଫର ଶ୍ରଦ୍ଧାଞ୍ଜଳି

Advertisment

ଜମ୍ମୁର ଆର ଏସ୍ ପୁରା ଅଞ୍ଚଳରେ ଅନ୍ତର୍ଜାତୀୟ ସୀମାରେ ପାକିସ୍ତାନ ଦ୍ୱାରା ଗୁଳିଚାଳନା ସମୟରେ ବିଏସଏଫ ସବ୍ ଇନ୍ସପେକ୍ଟର ମହମ୍ମଦ ଇମତେୟାଜ ସହିଦ ହୋଇଥିଲେ। ଭାରତମାତାର ସେବାରେ ତାଙ୍କର ଏହି ସର୍ବୋଚ୍ଚ ବଳିଦାନକୁ ବିଏସଏଫ ଡିଜି ଏବଂ ସମସ୍ତ ଅଧିକାରୀ ସଲାମ କରୁଛନ୍ତି।

Updated On

ଅଦ୍ୟତନ ହୋଇଛି
bsf

ନୂଆଦିଲ୍ଲୀ: ଗତ ୧୦ ତାରିଖରେ ଜମ୍ମୁର ଆର ଏସ୍ ପୁରା ଅଞ୍ଚଳରେ ଅନ୍ତର୍ଜାତୀୟ ସୀମାରେ ପାକିସ୍ତାନ ଦ୍ୱାରା ଗୁଳିଚାଳନା ସମୟରେ ବିଏସଏଫ ସବ୍ ଇନ୍ସପେକ୍ଟର ମହମ୍ମଦ ଇମତେୟାଜ ଶହିଦ ହୋଇଥିଲେ। ଭାରତମାତାର ସେବାରେ ତାଙ୍କର ଏହି ସର୍ବୋଚ୍ଚ ବଳିଦାନକୁ ବିଏସଏଫ ଡିଜି ଏବଂ ସମସ୍ତ ଅଧିକାରୀ ସଲାମ କରୁଛନ୍ତି।

 ଗତ ୧୦ ତାରିଖରେ ଜମ୍ମୁର ଆର ଏସ୍ ପୁରା ଅଞ୍ଚଳରେ ଅନ୍ତର୍ଜାତୀୟ ସୀମାରେ ପାକିସ୍ତାନ ଦ୍ୱାରା ଗୁଳିଚାଳନା ସମୟରେ ବିଏସଏଫ ସବ୍ ଇନ୍ସପେକ୍ଟର ମହମ୍ମଦ ଇମତେୟାଜ ଶହିଦ ହୋଇଥିଲେ। ଭାରତମାତାର ସେବାରେ ତାଙ୍କର ଏହି ସର୍ବୋଚ୍ଚ ବଳିଦାନକୁ ବିଏସଏଫ

ଡିଜି ଏବଂ ସମସ୍ତ ଅଧିକାରୀ ସଲାମ କରୁଛନ୍ତି।

ଏଭଳି କଠିନ ସମୟରେ ପ୍ରହରୀ ପରିବାର ଶୋକସନ୍ତପ୍ତ ପରିବାର ସହିତ ଦୃଢ଼ ଭାବରେ ଠିଆ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe