ଏକଛତ୍ରବାଦ ଶାସନ ଚାଲିଛି, ଲୋକେ ଜବାବ ଦେବେ: ନରସିଂହ ମିଶ୍ର

ମହିଳା ନିର୍ଯାତନାକୁ ନେଇ ନା ଗୃହ କମିଟି ଗଠନ କରାଯାଉଛି ନା ଆଲୋଚନା ହେଉଛି। ନିଆଁରେ ଘିଅ ପକେଇଲା ଭଳି ସରକାର ପଦକ୍ଷେପ ନେଇଛନ୍ତି। ଲୋକେ ଆହୁରି ଉତ୍ତେଜିତ ହେବେ। ସାଧାରଣ ଲୋକ ଏହାର ଜବାବ ଦେବେ।

ଇସ୍ତଫା ଦେଲେ ପ୍ରସାଦ!

ଭୁବନେଶ୍ବର: ଆଜି କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରାଯାଇଚି।  ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର କହିଛନ୍ତି, ଆଇନ ଅନୁସାରେ ବିଧାନସଭା ଭିତରକୁ ଯାଇ ନ ପାରେ, କିନ୍ତୁ ବିଧାନସଭା ଭିତରକୁ ଜଣେ ପୂର୍ବତନ ବିଧାୟକ ଯାଇପାରିବ। ପୁଲିସ ବାଚସ୍ପତିଙ୍କ ବିନା ଅନୁମତିରେ ବିଧାନସଭା ଭିତରକୁ ଯାଇ ପାରିବେ ନାହିଁ ବୋଲି କହି ଆମକୁ ଭିତରକୁ ଛାଡ଼ିଲା ନାହିଁ।ବାଚସ୍ପତିଙ୍କ ସହ ଫୋନ ଯୋଗେ କଥା ହେବା ପାଇଁ ଚେଷ୍ଟା କରିଥିଲି, ହେଲେ ସେ ଫୋନ ଉଠାଇଲେ ନାହିଁ। ଗୃହ ଭିତରେ ଆମ ବିଧାୟକଙ୍କୁ ଆକ୍ରମଣର ଖବର ଆସିଥିଲା। ଏକଛତ୍ରବାଦ ଶାସନ ଚାଲିଛି। ଗଣତନ୍ତ୍ରର ହତ୍ୟା କରାଯାଇଛି। କଂଗ୍ରେସ ଦଳ ଏହାକୁ ନିନ୍ଦା କରୁଛି। ମହିଳା ନିର୍ଯାତନାକୁ ନେଇ ନା ଗୃହ କମିଟି ଗଠନ କରାଯାଉଛି ନା ଆଲୋଚନା ହେଉଛି। ନିଆଁରେ ଘିଅ ପକେଇଲା ଭଳି ସରକାର ପଦକ୍ଷେପ ନେଇଛନ୍ତି। ଲୋକେ ଆହୁରି ଉତ୍ତେଜିତ ହେବେ। ସାଧାରଣ ଲୋକ ଏହାର ଜବାବ ଦେବେ।

ପୁଲିସ ବାଚସ୍ପତିଙ୍କ ବିନା ଅନୁମତିରେ ବିଧାନସଭା ଭିତରକୁ ଯାଇ ପାରିବେ ନାହିଁ ବୋଲି କହି ଆମକୁ ଭିତରକୁ ଛାଡ଼ିଲା ନାହିଁ।ବାଚସ୍ପତିଙ୍କ ସହ ଫୋନ ଯୋଗେ କଥା ହେବା ପାଇଁ ଚେଷ୍ଟା କରିଥିଲି, ହେଲେ ସେ ଫୋନ ଉଠାଇଲେ ନାହିଁ। ଗୃହ ଭିତରେ ଆମ ବିଧାୟକଙ୍କୁ ଆକ୍ରମଣର ଖବର ଆସିଥିଲା। ଏକଛତ୍ରବାଦ ଶାସନ ଚାଲିଛି। ଗଣତନ୍ତ୍ରର ହତ୍ୟା କରାଯାଇଛି। କଂଗ୍ରେସ ଦଳ ଏହାକୁ ନିନ୍ଦା କରୁଛି। ମହିଳା ନିର୍ଯାତନାକୁ ନେଇ ନା ଗୃହ କମିଟି ଗଠନ କରାଯାଉଛି ନା ଆଲୋଚନା ହେଉଛି। ନିଆଁରେ ଘିଅ ପକେଇଲା ଭଳି ସରକାର ପଦକ୍ଷେପ ନେଇଛନ୍ତି। ଲୋକେ ଆହୁରି ଉତ୍ତେଜିତ ହେବେ। ସାଧାରଣ ଲୋକ ଏହାର ଜବାବ ଦେବେ।

ଏଣେ ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା କହିଛନ୍ତି, ମୁଖ୍ୟମନ୍ତ୍ରୀ ନାରୀ ନିର୍ଯାତନା ପ୍ରସଙ୍ଗରେ ବିବୃତି ଦେଲେ ନାହିଁ। ନଭେମ୍ବର ଠାରୁ ରାଜ୍ୟରେ ମହିଳା କମିଶନ ଗଠନ ହୋଇ ନାହିଁ। ଆମର ୧୪ଜଣ ବିଧାୟକଙ୍କୁ ନିଲମ୍ବନ କରାଗଲା। ପୂର୍ବତନ ବରିଷ୍ଠ ବିଧାୟକଙ୍କୁ ବିଧାନସଭା ଭିତରକୁ ଯିବା ଲାଗି ଅନୁମତି ଦିଆଗଲାନାହଁ। 

congress

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe