Raid Kashinagar Drugs Inspector: ଗଜପତି ଡ୍ରଗ ଇନିସ୍ପେକ୍ଟରଙ୍କ ନେତୃତ୍ବରେ କାଶୀନଗରରେ ଚଢ଼ାଉ

Advertisment

ଗଜପତି ଡ୍ରଗ inspector ସୁପ୍ରିୟା ବେହେରା, କାଶୀନଗର ପୁଲିସ ଓ ଅବକାରୀ ବିଭାଗର କର୍ମଚାରୀମାନଙ୍କ ସହ ଏକ ଟିମ୍ କାଶୀନଗର ସହର ମଧ୍ୟରେ ଥିବା ଦୋକାନମାନଙ୍କ ଉପରେ ଚଢ଼ାଉ କରି ଜରିମାନା ଆଦାୟ ସହ ମାଦକ ଦ୍ରବ୍ୟ ବିକ୍ରି କରିବାକୁ ବାରଣ କରୁଛନ୍ତି।

ଗଜପତି ଡ୍ରଗ inspector ସୁପ୍ରିୟା ବେହେରା, କାଶୀନଗର ପୁଲିସ ଓ ଅବକାରୀ ବିଭାଗର କର୍ମଚାରୀମାନଙ୍କ ସହ ଏକ ଟିମ୍ କାଶୀନଗର ସହର ମଧ୍ୟରେ ଥିବା ଦୋକାନମାନଙ୍କ ଉପରେ ଚଢ଼ାଉ କରି ଜରିମାନା ଆଦାୟ ସହ ମାଦକ ଦ୍ରବ୍ୟ ବିକ୍ରି କରିବାକୁ ବାରଣ କରୁଛନ୍ତି।

Untitled

raid at kashinagar by Gajapati drugs inspector Photograph: (Sambad.in)

କାଶୀନଗର: କାଶୀନଗର ସହରରେ ଦିନକୁ ଦିନ ପାନ, ବିଡି, ଗୁଟଖା ଓ ସିଗାରେଟର ବହୁଳ ପରିମାଣରେ ବିକ୍ରି ହେଉଥିବା ଦୃଷ୍ଟିକୁ ଆସିଥିଲା। କିଛି ଦିନ ପୂର୍ବରୁ କାଶୀନଗର ଅଞ୍ଚଳରେ ଚଢ଼ାଉ ମଧ୍ୟ ହୋଇ ବହୁଳ ପରିମାଣରେ ଗୁଟଖା ଜବତ ହୋଇଥିଲା। ତାପରେ କାଶୀନଗର ସହରରେ ଗୁଟଖା ବିକ୍ରିର କଳାବଜାରୀ ମଧ୍ୟ ଆରମ୍ଭ ହୋଇଥିଲା।

ମାଦକ ଦ୍ରବ୍ୟ ବିକ୍ରି କରିବାକୁ ବାରଣ

ଆଜି ଗଜପତି ଡ୍ରଗ ଇନସ୍ପେକ୍ଟର ସୁପ୍ରିୟା ବେହେରା, କାଶୀନଗର ପୁଲିସ ଓ ଅବକାରୀ ବିଭାଗର କର୍ମଚାରୀମାନଙ୍କ ସହ ଏକ ଟିମ୍ କାଶୀନଗର ସହର ମଧ୍ୟରେ ଥିବା ଦୋକାନମାନଙ୍କ ଉପରେ ଚଢ଼ାଉ କରି ଜରିମାନା ଆଦାୟ ସହ ମାଦକ ଦ୍ରବ୍ୟ ବିକ୍ରି କରିବାକୁ ବାରଣ କରୁଛନ୍ତି।

ଆହୁରି ପଢ଼ନ୍ତୁ: Bihar Election Result: ବିହାର ନିର୍ବାଚନ ଫଳାଫଳ: ଆଗୁଆ ଅଛି ଏନଡିଏ

ଆହୁରି ପଢ଼ନ୍ତୁ: BJP Jay Dholika Ahead: ସପ୍ତମ ରାଉଣ୍ଡ ଶେଷ ସୁଦ୍ଧା ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ୨୫,୩୪୬ ଭୋଟରେ ଆଗୁଆ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe