ତେଲେନଡିହି ଜଙ୍ଗଲରୁ ଖଣିଜ ଲୁଟ୍ ମାମଲା: ସାମୟିକ ଚଢଉ ବନ୍ଦ କଲା ଖଣି ଓ ରାଜସ୍ବ ବିଭାଗ

Advertisment

ଦୁଇ ଦିନର କସରତ ପରେ ଚଢଉକୁ ସାମୟିକ ବନ୍ଦ କରିଛି ଖଣି ବିଭାଗ ଓ ରାଜସ୍ବ ବିଭାଗ। ଗତ ୨ ଦିନର ଚଢଉ ସମୟରେ ଖଣି ବିଭାଗ ୧୫୦ ଶହ ଟନ ଚୋରା ଗଚ୍ଛିତ କୋଇଲାକୁ ଜବତ କରାଯାଇଛି । ମାତ୍ର ୨୦ରୁ ୨୫ ଟି ଖଣିରୁ ଉଦ୍ଧାର ହୋଇଛି ୧୫୦ ଟନ କୋଇଲା। 

ଦୁଇ ଦିନର କସରତ ପରେ ଚଢଉକୁ ସାମୟିକ ବନ୍ଦ କରିଛି ଖଣି ବିଭାଗ ଓ ରାଜସ୍ବ ବିଭାଗ। ଗତ ୨ ଦିନର ଚଢଉ ସମୟରେ ଖଣି ବିଭାଗ ୧୫୦ ଶହ ଟନ ଚୋରା ଗଚ୍ଛିତ କୋଇଲାକୁ ଜବତ କରାଯାଇଛି । ମାତ୍ର ୨୦ରୁ ୨୫ ଟି ଖଣିରୁ ଉଦ୍ଧାର ହୋଇଛି ୧୫୦ ଟନ କୋଇଲା। 

bhi

ସୁନ୍ଦରଗଡ଼: ତେଲେନଡିହି ଜଙ୍ଗଲରୁ ଖଣିଜ ଲୁଟ୍ ମାମଲାରେ ଦୁଇ ଦିନର କସରତ ପରେ ଚଢଉକୁ ସାମୟିକ ବନ୍ଦ କରିଛି ଖଣି ବିଭାଗ ଓ ରାଜସ୍ବ ବିଭାଗ। ଗତ ୨ ଦିନର ଚଢଉ ସମୟରେ ଖଣି ବିଭାଗ ୧୫୦ ଶହ ଟନ ଚୋରା ଗଚ୍ଛିତ କୋଇଲାକୁ ଜବତ କରାଯାଇଛି । ମାତ୍ର ୨୦ରୁ ୨୫ ଟି ଖଣିରୁ ଉଦ୍ଧାର ହୋଇଛି ୧୫୦ ଟନ କୋଇଲା। ପରବର୍ତ୍ତୀ ପର୍ଯ୍ୟାୟରେ ତେଲେନଡ଼ିହି ଜଙ୍ଗଲରେ ଆହୁରି କିଛି ରହିଥିବା ଖଣିର ସନ୍ଧାନ କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

ଜବତ କୋଇଲାକୁ ଏମ୍ସିଏଲରେ ସୁରକ୍ଷିତ ଭାବରେ ରଖାଯାଇଛି। ଆଗାମୀ ଦିନରେ ଏହାକୁ ନିଲାମ କରାଯିବ ବୋଲି ସୁନ୍ଦରଗଡ଼ ସଦର ଉପଜିଲ୍ଲାପାଳ ଦାଶରଥି ସରାବୁ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe