ବାତ୍ୟା ପ୍ରଭାବରେ ଝିପିଝିପି ବର୍ଷା ଓ ପବନ

ସାମୁଦ୍ରିକ ଝଡ଼ ବାତ୍ୟା ‘ଦାନା’ ପ୍ରଭାବରେ ରାଜ୍ୟରେ ଗତକାଲି ଠାରୁ ଝିପିଝିପି ବର୍ଷା ହୋଇଛି। ଆଜି ଏକାଧିକ ସ୍ଥାନରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇଛି। କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ାରେ ମଧ୍ୟ ବୁଧବାର ପୂର୍ବାହ୍‌ଣ ଠାରୁ ବର୍ଷା ଜାରି ରହିଛି।

kpd

Photo: Ranjan Rout, Mahakalpada

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe