ରାବଣ ବଧ ସହ ବହିରା ରାମଲୀଳା ଉଦ୍‌ଯାପିତ

Advertisment

ବୌଦ୍ଧ ଗଡଜାତର ଅନ୍ୟତମ ପୁରାତନ ଅନୁଷ୍ଠାନ ବହିରା ରାମଲୀଳା ନାଟ୍ୟ ପରିଷଦ ଆନୁକୂଲ୍ୟରେ ଅନୁଷ୍ଠିତ ହେଉଥିବା ୨୦୯ତମ ଶ୍ରୀରାମଲୀଳା ନାଟ୍ୟୋତ୍ସବର ଏକାଦଶ ରଜନୀରେ ରାବଣ ବଧ ସହ ଶନିବାର ରାମଲୀଳା ଉଦଯାପିତ ହୋଇଛି।

ବୌଦ୍ଧ ଗଡଜାତର ଅନ୍ୟତମ ପୁରାତନ ଅନୁଷ୍ଠାନ ବହିରା ରାମଲୀଳା ନାଟ୍ୟ ପରିଷଦ ଆନୁକୂଲ୍ୟରେ ଅନୁଷ୍ଠିତ ହେଉଥିବା ୨୦୯ତମ ଶ୍ରୀରାମଲୀଳା ନାଟ୍ୟୋତ୍ସବର ଏକାଦଶ ରଜନୀରେ ରାବଣ ବଧ ସହ ଶନିବାର ରାମଲୀଳା ଉଦଯାପିତ ହୋଇଛି।

ବାଉଁଶୁଣି: ବୌଦ୍ଧ ଗଡଜାତର ଅନ୍ୟତମ ପୁରାତନ ଅନୁଷ୍ଠାନ ବହିରା ରାମଲୀଳା ନାଟ୍ୟ ପରିଷଦ ଆନୁକୂଲ୍ୟରେ ଅନୁଷ୍ଠିତ ହେଉଥିବା ୨୦୯ତମ ଶ୍ରୀରାମଲୀଳା ନାଟ୍ୟୋତ୍ସବର ଏକାଦଶ ରଜନୀରେ ରାବଣ ବଧ ସହ ଶନିବାର ରାମଲୀଳା ଉଦଯାପିତ ହୋଇଛି।

ନାଟକ ପ୍ରାରମ୍ଭରେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ଠାରୁ ଶ୍ରୀରାମ ସେନାଙ୍କ ରଥ ଏବଂ ହାଇସ୍କୁଲ ଛକରୁ ଦଶାନନ ରାବଣର ଦୁଇଟି ସୁସଜ୍ଜିତ ରଥ ସମର ଶୋଭାଯାତ୍ରାରେ ବାହାରି ମାରୁତି ମଣ୍ଡପ ନିକଟରେ ଘମାଘୋଟ ଲଢେଇ କରିଥିଲେ। ଶୋଭାଯାତ୍ରା ସମୟରେ ଆକର୍ଷଣୀୟ ଆତସବାଜି ପ୍ରଦର୍ଶନ ହୋଇଥିଲା। ଏହାପରେ ନାଟ୍ୟ ମଞ୍ଚରେ ରାବଣ ବଧ ନାଟକ ମଞ୍ଚସ୍ଥ ହୋଇଥିଲା।

publive-image

ଶ୍ରବଣ, ରାଜେନ୍ଦ୍ର, ତ୍ରିପୁରାରୀ, ରାଜୀବ, ଉମେଶ, ପଞ୍ଚାନନ, ଭରତ, କ୍ଷୀରାନ୍ନଵ, କିରଟି, ପପୁନ, ଗୁପ୍ତେଶ୍ଵର, ରୂପେଶ, ପ୍ରବୀଣ, ନିରଞ୍ଜନ, ଦେବରାଜ, ଜୟନ୍ତ, ମଦନ ପ୍ରମୁଖ ବିଭିନ୍ନ ଭୂମିକାରେ ଅଭିନୟ କରିଥିବା ବେଳେ ରାବଣ ଭୂମିକାରେ ରଘୁନାଥ ମେହେର ଉଚ୍ଚକୋଟିର ଅଭିନୟ କରିଥିଲେ।

Boudh 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe