ସେନାକୁ ନେଇ ରାଜନୀତି ହେବା ଅନୁଚିତ: ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର

Advertisment

ସଂସଦରେ ବିଜେଡି ‘ଅପରେସନ ସିନ୍ଦୂର’କୁ ସମର୍ଥନ କରିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର। ସେ କହିଛନ୍ତି, ସେନାକୁ ନେଇ ରାଜନୀତି ହେବା କଥା ନୁହେଁ।

ସଂସଦରେ ବିଜେଡି ‘ଅପରେସନ ସିନ୍ଦୂର’କୁ ସମର୍ଥନ କରିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର। ସେ କହିଛନ୍ତି, ସେନାକୁ ନେଇ ରାଜନୀତି ହେବା କଥା ନୁହେଁ।

Dibyashankar Mishra

ଭୁବନେଶ୍ବର: ସଂସଦରେ ବିଜେଡି ‘ଅପରେସନ ସିନ୍ଦୂର’କୁ ସମର୍ଥନ କରିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର। ସେ କହିଛନ୍ତି, ସେନାକୁ ନେଇ ରାଜନୀତି ହେବା କଥା ନୁହେଁ। ଦେଶର ସୁରକ୍ଷା ରାଜନୀତିରୁ ଊର୍ଦ୍ଧ୍ବରେ। ସବୁବେଳେ ସୈନିକର ମନୋବଳ ବୃଦ୍ଧି କରିବା ଦରକାର।

ସଂସଦରେ ବିଜେଡି ‘ଅପରେସନ ସିନ୍ଦୂର’କୁ ସମର୍ଥନ କରିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର। ସେ କହିଛନ୍ତି, ସେନାକୁ ନେଇ ରାଜନୀତି ହେବା କଥା ନୁହେଁ। ଦେଶର ସୁରକ୍ଷା ରାଜନୀତିରୁ ଊର୍ଦ୍ଧ୍ବରେ। ସବୁବେଳେ ସୈନିକର ମନୋବଳ ବୃଦ୍ଧି କରିବା ଦରକାର। ସେ ଆହୁରି କହିଛନ୍ତି, ମୁଁ ଜଣେ ସୈନିକ ଭାବେ ଜାଣିଛି ଯୁଦ୍ଧ କ୍ଷେତ୍ରରେ ସୈନିକମାନେ କିଭଳି ଦେଶର ସୁରକ୍ଷା କରନ୍ତି। ଏହାକୁ ଦୃଷ୍ଟିରେ ରଖି ବିଜେଡି ସମର୍ଥନ ଜଣାଇଛି। 

ସେ ଆହୁରି କହିଛନ୍ତି, ମୁଁ ଜଣେ ସୈନିକ ଭାବେ ଜାଣିଛି ଯୁଦ୍ଧ କ୍ଷେତ୍ରରେ ସୈନିକମାନେ କିଭଳି ଦେଶର ସୁରକ୍ଷା କରନ୍ତି। ଏହାକୁ ଦୃଷ୍ଟିରେ ରଖି ବିଜେଡି ସମର୍ଥନ ଜଣାଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe