ଫକୀରମୋହନ କଲେଜ ଛାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ପରିବର୍ତ୍ତନ ହୋଇନାହିଁ

Advertisment

ଏମ୍‌ସ୍‌ରେ ଚିକିତ୍ସାଧୀନ ଥିବା ବାଲେଶ୍ବର ଫକୀରମୋହନ କଲେଜ ଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ସଂପର୍କରେ କାନ୍ଦିକାନ୍ଦି  ସୂଚନା ଦେଇଛନ୍ତି ଛାତ୍ରୀଙ୍କ ବାପା। ସେ କହିଛନ୍ତି, ଝିଅର ସମ୍ପୂର୍ଣ୍ଣ ଶରୀର ବ୍ୟାଣ୍ଡେଜ କରାଯାଇଛି। ୯୮ ପ୍ରତିଶତ ଅକ୍ସିଜିନ ସିଷ୍ଟମ ଭିତରେ ରଖାଯାଇଛି।

ଏମ୍‌ସ୍‌ରେ ଚିକିତ୍ସାଧୀନ ଥିବା ବାଲେଶ୍ବର ଫକୀରମୋହନ କଲେଜ ଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ସଂପର୍କରେ କାନ୍ଦିକାନ୍ଦି  ସୂଚନା ଦେଇଛନ୍ତି ଛାତ୍ରୀଙ୍କ ବାପା। ସେ କହିଛନ୍ତି, ଝିଅର ସମ୍ପୂର୍ଣ୍ଣ ଶରୀର ବ୍ୟାଣ୍ଡେଜ କରାଯାଇଛି। ୯୮ ପ୍ରତିଶତ ଅକ୍ସିଜିନ ସିଷ୍ଟମ ଭିତରେ ରଖାଯାଇଛି।

th-1741254162

ଭୁବନେଶ୍ବର: ଏମ୍‌ସ୍‌ରେ ଚିକିତ୍ସାଧୀନ ଥିବା ବାଲେଶ୍ବର ଫକୀରମୋହନ କଲେଜ ଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ସଂପର୍କରେ କାନ୍ଦିକାନ୍ଦି  ସୂଚନା ଦେଇଛନ୍ତି ଛାତ୍ରୀଙ୍କ ବାପା। ସେ କହିଛନ୍ତି, ଝିଅର ସମ୍ପୂର୍ଣ୍ଣ ଶରୀର ବ୍ୟାଣ୍ଡେଜ କରାଯାଇଛି। ୯୮ ପ୍ରତିଶତ ଅକ୍ସିଜିନ ସିଷ୍ଟମ ଭିତରେ ରଖାଯାଇଛି। ସ୍ୱାସ୍ଥ୍ୟାବସ୍ଥାରେ କୌଣସି ପରିବର୍ତ୍ତନ ହୋଇନାହିଁ। ଏୟାର ଲିପ୍ଟ କରିବା ଏବେ ସମ୍ଭବ ନୁହେଁ। ଡାକ୍ତର ଚିକିତ୍ସା କରୁଛନ୍ତି।

ଏମ୍‌ସ୍‌ରେ ଚିକିତ୍ସାଧୀନ ଥିବା ବାଲେଶ୍ବର ଫକୀରମୋହନ କଲେଜ ଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ସଂପର୍କରେ କାନ୍ଦିକାନ୍ଦି  ସୂଚନା ଦେଇଛନ୍ତି ଛାତ୍ରୀଙ୍କ ବାପା। ସେ କହିଛନ୍ତି, ଝିଅର ସମ୍ପୂର୍ଣ୍ଣ ଶରୀର ବ୍ୟାଣ୍ଡେଜ କରାଯାଇଛି। ୯୮ ପ୍ରତିଶତ ଅକ୍ସିଜିନ ସିଷ୍ଟମ ଭିତରେ ରଖାଯାଇଛି। ସ୍ୱାସ୍ଥ୍ୟାବସ୍ଥାରେ କୌଣସି ପରିବର୍ତ୍ତନ ହୋଇନାହିଁ। ଏୟାର ଲିପ୍ଟ କରିବା ଏବେ ସମ୍ଭବ ନୁହେଁ। ଡାକ୍ତର ଚିକିତ୍ସା କରୁଛନ୍ତି। ସେ ଆହୁରି କହିଛନ୍ତି, ଜଗନ୍ନାଥଙ୍କ ଉପରେ ଭରସା। ସେ ମୋ ଝିଅ ବୋଲି ମୁଁ ଚିହ୍ନି ପାରୁନାହିଁ।ପ୍ରିନ୍ସିପାଲ ଅମକୁ ଠକି ଦେଲେ। ମିଠା କଥା କହି ଆମକୁ ଭୂତେଇଲେ। ତାଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବା ଉଚିତ। ବିଭାଗୀୟ ମୁଖ୍ୟଙ୍କ ଟ୍ରାକ ରେକର୍ଡ ବହୁତ ଖରାପ।

ସେ ଆହୁରି କହିଛନ୍ତି, ଜଗନ୍ନାଥଙ୍କ ଉପରେ ଭରସା। ସେ ମୋ ଝିଅ ବୋଲି ମୁଁ ଚିହ୍ନି ପାରୁନାହିଁ।ପ୍ରିନ୍ସିପାଲ ଅମକୁ ଠକି ଦେଲେ। ମିଠା କଥା କହି ଆମକୁ ଭୂତେଇଲେ। ତାଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବା ଉଚିତ। ବିଭାଗୀୟ ମୁଖ୍ୟଙ୍କ ଟ୍ରାକ ରେକର୍ଡ ବହୁତ ଖରାପ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe